-
Breaking
6 crore fraud: ଗହଣା ବ୍ୟବସାୟୀଙ୍କୁ ୬ କୋଟି ଠକେଇ: କାର୍ପଟଦାର ଶ୍ରୀନିବାସ ଗିରଫ, ପୂର୍ବରୁ ୫ ଧରାପଡ଼ିଥିଲେ
କଟକ: ଅନ୍ଲାଇନ୍ ଟ୍ରେଡିଂରେ ଗଞ୍ଜାମଜିଲ୍ଲାବ୍ରହ୍ମପୁରର ଜଣେ ଗହଣା ବ୍ୟବସାୟୀଙ୍କର ୬ କୋଟି ୧୬ ଲକ୍ଷ ୩୭ ହଜାର ୮୪ ଟଙ୍କା ଗାଏବ ହୋଇଥିଲା। ଏହି ମାମଲାରେ ମୁଖ୍ୟ କାର୍ପଟଦାର…
Read More » -
Breaking
leprosy free odisha: କୁଷ୍ଠମୁକ୍ତ ଓଡ଼ିଶା ଏବେ କୁଷ୍ଠପ୍ରବଣ: ୭ବର୍ଷରେ ୫୫ହଜାରରୁ ଅଧିକ କୁଷ୍ଠ ରୋଗୀ ଚିହ୍ନଟ
କ୍ଷିତୀଶ ରାୟ ଭୁବନେଶ୍ବର: ୨୦୦୬-୦୭ ମସିହାରେ ରାଜ୍ୟ ସରକାର ଓଡ଼ିଶାକୁ କୁଷ୍ଠମୁକ୍ତ ଘୋଷଣା କରିଥିଲେ। କାଗଜପତ୍ରରେ ଯଦିଓ କୁଷ୍ଠ ନିରାକରଣ ହୋଇଥିଲା, ହେଲେ ଘୋଷଣାବର୍ଷ ହିଁ ୫ହଜାରରୁ ଅଧିକ ଆକ୍ରାନ୍ତ…
Read More » -
Breaking
Minor girl kidnapped: ନାବାଳିକାଙ୍କୁ ଅପହରଣ: ହାତଗୋଡ଼ ବାନ୍ଧି ଜଙ୍ଗଲରେ ଛାଡ଼ିଲେ, ରାତି ସାରା ବଞ୍ଚିବା ପାଇଁ ଲଢ଼େଇ
ତୁମୁଡ଼ିବନ୍ଧ: କନ୍ଧମାଳଜିଲ୍ଲା ବେଲଘର ଥାନା ଅଞ୍ଚଳର ଜଣେ ନାବାଳିକା(୧୪)ଙ୍କୁ ଅପହରଣ କରିନେଇ ଜଙ୍ଗଲରେ ହାତଗୋଡ଼ ବାନ୍ଧି ଛାଡ଼ିବା ଓ ନାବାଳିକା ଜଣକ କୌଣସି ମତେ ଜୀବନ ବଞ୍ଚାଇ ସେଠାରୁ ଫେରିବା…
Read More » -
ଜିଲ୍ଲା
Kidney disease is increasing: ବଢ଼ୁଛି କିଡ୍ନି ରୋଗ କାରଣ ଖୋଜୁଛି ଓଡ଼ିଶା: ୮.୮୫ ଲକ୍ଷ ନେଉଛନ୍ତି ସେସନ୍, ୧୯ ହଜାର ଡାଏଲିସିସ୍
ଗାର୍ଗୀ ଶତପଥୀ ସମ୍ବଲପୁର: କିଡ୍ନି ରୋଗପ୍ରବଣ ହେବାରେ ଲାଗିଛି ଓଡ଼ିଶା। ଏହାର କାରଣ ଖୋଜିବା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ସହିତ ଏମ୍ସ ଭୁବନେଶ୍ବର,…
Read More » -
ଜିଲ୍ଲା
President droupadi murmu: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ସ୍ବାଗତ ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମେୟର
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ଭୁବନେଶ୍ବର ବିମାନବନ୍ଦରରେ…
Read More » -
Breaking
୧୦୮ କୁଣ୍ଡୀୟ ବୈଦିକ ବିଶ୍ୱ୍ୱଶାନ୍ତି ଦେବ ମହାଯଜ୍ଞରେ ପୂର୍ଣାହୁତି ଦେଲେ ମୁଖ୍ୟମନ୍ତ୍ରୀ
ରାୟଗଡ଼ା (ଶିବ ପ୍ରସାଦ ଦୋରା): ତିନି ଦିନ ଧରି ଅନୁଷ୍ଠିତ ହେଉଥିବା ୧୦୮ କୁଣ୍ଡୀୟ ବୈଦିକ ବିଶ୍ୱ୍ୱଶାନ୍ତି ଦେବ ମହାଯଜ୍ଞର ଶେଷଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି…
Read More » -
Breaking
History: ଅଭୟାରଣ୍ୟ ମଧ୍ୟରେ ଅଲୋଡ଼ା ହୋଇରହିଛି ‘ବିଚାର ପଥର’
ଦଶପଲ୍ଲା (ପ୍ରଫୁଲ୍ଲ ପଣ୍ଡା): ଦେଶ ସ୍ବାଧୀନତା ପୂର୍ବରୁ ଇଂରେଜ କବଳରେ ଥିଲା ଆମ ଦେଶ। ଗୋରା ସାହେବଙ୍କ ଅତ୍ୟାଚାର ଓ ଲୁଣ୍ଠନର ପ୍ରତିବାଦରେ ସାରା ଦେଶରେ ପ୍ରତିବାଦର ସ୍ବର…
Read More » -
Breaking
PMAY: ଭଙ୍ଗାଘରେ ବିତୁଛି ଜୀବନ, ସରକାରୀ ଯୋଜନାରୁ ଆବାସ ସାତସପନ
କାଳିଆପାଣି (ରବି ନାରାୟଣ କର): ପରିତ୍ୟକ୍ତ ଘରେ ଜୀବନ ବାଜିରେ ଲାଗିଛି। ଅସୁରକ୍ଷିତ ଅବସ୍ଥାରେ ଥିବା ମାଳମାଳ ପୁରୁଣା ଘର କେବେ ବି ଅଘଟଣର କାରଣ ହୋଇପାରେ। ହେଲେ…
Read More » -
ଦେଶ ବିଦେଶ
Sambad Sahitya Pakhya: ‘ସମ୍ବାଦ ସାହିତ୍ୟ ପକ୍ଷ’ ୨ୟ ସନ୍ଧ୍ୟା: ମଞ୍ଚରେ କବିତାର ମାୟାଜାଲ…
ଭୁବନେଶ୍ୱର: ବସନ୍ତର ମୃଦୁ ମଳୟରେ ଥିଲା କବିତା, ଝଡ଼ାପତ୍ରରେ ବି ଥିଲା କବିତା । ‘ସମ୍ବାଦ ସାହିତ୍ୟ ପକ୍ଷ’ର ୨ୟ ସନ୍ଧ୍ୟା ଆଜି କବିତା ମନସ୍କ ହୋଇଥିଲା।…
Read More » -
Breaking
Maoists Surrender: ଆତ୍ମସମର୍ପଣ ପାଇଁ ସର୍ତ୍ତ ରଖିଲେ ମାଓନେତା ନିଖିଲ-ଇନ୍ଦୁ
ରାୟଗଡ଼ା (ଶିବ ପ୍ରସାଦ ଦୋରା): ସର୍ତ୍ତ ପୂରଣ କଲେ ମାଓବାଦୀ ସଂଗଠନର ଦୁଇ ଜଣ ଶୀର୍ଷସ୍ତରର କ୍ୟାଡର ଆତ୍ମସମର୍ପଣ କରିବେ। ଗଣମାଧ୍ୟମ ନିକଟକୁ ଓଡ଼ିଶା ସରକାର ଓ ଗୃହ…
Read More »