ରାଜ୍ୟ
-
Attempt To Murder: ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ ଅଭିଯୋଗ
ବଣାଇଁଗଡ଼: ସୁନ୍ଦରଗଡ଼ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଗଣିଘଷା ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ ହୋଇଥିବା ଅଭିଯୋଗ ଆସିଛି। ଏହି…
Read More » -
Newborn Baby: ନାଳ ପାଖରୁ ନବଜାତ ଶିଶୁପୁତ୍ର ଉଦ୍ଧାର, ବ୍ୟାଗରେ ପୁରାଇ ଫିଙ୍ଗି ଦେଇଥିଲେ
ରାଉରକେଲା: ଉଦିତନଗର ଶୀତପଡ଼ାର ଏକ ନାଳ ନିକଟରୁ ନବଜାତ ଶିଶୁପୁତ୍ରଉଦ୍ଧାର ହୋଇଥିବା ଜଣାଯାଇଛି l କେହି ବ୍ୟାଗରେ ପୁରାଇ ଫିଙ୍ଗି ଦେଇଥିବା କୁହାଯାଉଛି। ସ୍ଥାନୀୟ ଲୋକମାନେ ଶିଶୁପୁତ୍ରକୁ ଜୀବିତ ଅବସ୍ଥାରେ…
Read More » -
Hanging Body: ହସ୍ପିଟାଲ୍ କ୍ବାର୍ଟରରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମିକଙ୍କୁ ପଚରାଉଚରା
ନୂଆପଡ଼ା( ଅଶ୍ୱିନୀ ପାଣିଗ୍ରାହୀ): ନୂଆପଡ଼ା ଜିଲ୍ଲା ଧରମବନ୍ଧା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ସେହି ହସ୍ପିଟାଲର ଏକ କ୍ବାର୍ଟରରୁ ଉଦ୍ଧାର ହୋଇଛି। ଗତକାଲି ବିଳମ୍ବିିତ ରାତିରେ ସେ ଫାଶୀ…
Read More » -
High Court Orders: ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବାଦକୁ ନେଇ ବୋଇଲରମ୍ୟାନ…
Read More » -
Odisha High Court: ବନ୍ଦୀଙ୍କ ପାଇଁ ମୁକ୍ତ ସୁଧାର ଅନୁଷ୍ଠାନ ପାଇଁ ମନିଟରିଂ କମିଟି ଗଠିତ
କଟକ: ଜେଲ ସଂସ୍କାର, ଭିଡ କମାଇବା ଓ ମୁକ୍ତ ସୁଧାର ଅନୁଷ୍ଠାନ (ଓପନ କରେକ୍ସନାଲ ଇନଷ୍ଟିଚ୍ୟୁସନ ବା ଓସିଆଇ) ପ୍ରତିଷ୍ଠା ପ୍ରସଂଗରେ ସୁପ୍ରିମକୋର୍ଟ ସୁହାସ ଚକମା ବନାମ କେନ୍ଦ୍ର ସରକାର ମାମଲାରେ…
Read More » -
Minor Girl: ପାରିବାରିକ କଳହରୁ ଘାସମରା ଔଷଧ ପିଇ ନାବାଳିକା ଗୁରୁତର
କଲ୍ୟାଣସିଂହପୁର:କଳାହାଣ୍ଡିଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଗ୍ରାମର ପ୍ରସାଦ ବାଗଙ୍କ ( ୧୭ ) ବର୍ଷୀୟା ଝିଅ ଲବଲୀ ବାଗ ପାରିବାରିକ କଳହକୁ କେନ୍ଦ୍ର କରି ଘାସମରା ଔଷଧ ପିଇ ଗୁରୁତର ଅସୁସ୍ଥ…
Read More » -
Long-term plan for floods: ବନ୍ୟା ପାଇଁ ହେବ ଦୀର୍ଘମିଆଦି ଯୋଜନା: ୨୩ ଜିଲ୍ଲା ପ୍ରଭାବିତ, ଭାଙ୍ଗିଛି ୩୫୬୭ ଘର, ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ
ଭୁବନେଶ୍ବର: ବନ୍ୟାର କାରଣ ନେଇ ଜିଲ୍ଲାପାଳମାନେ ସରକାରଙ୍କୁ ବିସ୍ତୃତ ରିପୋର୍ଟ ଦେବେ। ସେହି ଆଧାରରେ ବନ୍ୟା ମୁକାବିଲା ପାଇଁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ ହେବ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ…
Read More » -
Food: ଅପମିଶ୍ରିତ ଖାଦ୍ୟ ବିକ୍ରି ମାମଲା: ଓଡ଼ିଶାରେ ଦଣ୍ଡାଦେଶ ଶୂନ ‘ଆନାଲଗ୍ ପନିର’ ନିଷିଦ୍ଧ ପାଇଁ ଦାବି
ଭୁବନେଶ୍ବର: ରାଜ୍ୟରେ ବେଧଡ଼କ ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ। ଗତ ୫ବର୍ଷରେ ଓଡ଼ିଶାରେ ୧୨ଶହରୁ ଅଧିକ ଅପମିଶ୍ରିତ ଖାଦ୍ୟ ନମୁନା ଚିହ୍ନଟ ହୋଇଛି। ହେଲେ ଅପମିଶ୍ରିତ ଖାଦ୍ୟ ବିକ୍ରି କରି…
Read More » -
Education: ଶିକ୍ଷାରେ ପ୍ରୟୋଗ ହେବ ଏଆଇ: ଗବେଷଣା, ନବସୃଜନ ଓ ଷ୍ଟାର୍ଟଅପ୍କୁ ଗୁରୁତ୍ବ
ଭୁବନେଶ୍ବର: ଯୁବପିଢ଼ିଙ୍କୁ ପରିବର୍ତ୍ତିତ ସୁଯୋଗ ପାଇଁ ପ୍ରସ୍ତୁତ କରିବା ଉଚିତ। ବିଦ୍ୟାର୍ଥୀ, ଶିକ୍ଷକ, ଗବେଷକ ଓ ଯୁବପିଢ଼ିଙ୍କୁ ନୀତି ନିର୍ଦ୍ଧାରଣ ଏବଂ ଅନ୍ତର୍ଜାତୀୟ ସହଯୋଗ କେନ୍ଦ୍ରରେ ରଖାଯିବା ଆବଶ୍ୟକ…
Read More » -
Cinema hall plan: ସିନେମା ହଲ୍ ଯୋଜନା: ଜିଲ୍ଲାରେ ନାହିଁ, ବ୍ଲକ୍ ପାଇଁ ସ୍ବପ୍ନ, ଓଡ଼ିଆ ସିନେମାର ଚାହିଦା ବଢ଼ୁଛି, ଭିତ୍ତିଭୂମି ଅଭାବ
ଭୁବନେଶ୍ବର (ସସ୍ମିତା ସାହୁ): ଓଡ଼ିଶାର ପ୍ରତି ବ୍ଲକ୍ରେ ଖୋଲିବ ସିନେମା ହଲ୍। ଗ୍ରାମାଞ୍ଚଳର ଲୋକ ନିଜ ଅଞ୍ଚଳରେ ହିଁ ସିନେମା ହଲ୍ରେ ଚଳଚ୍ଚିତ୍ର ଦେଖିବାର ସୁଯୋଗ ପାଇବେ। ନିକଟରେ ରାଜ୍ୟ…
Read More »