ରାଜ୍ୟ
D Purandeswari: ବିଜେପିର ନୂତନ ଓଡ଼ିଶା ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କୁ ଭେଟିବେ
ଆଜି ବିଜେପିର ନୂତନ ଓଡ଼ିଶା ପ୍ରଭାରୀ ଡି ପୁରନ୍ଦେଶ୍ବରୀ ଦୁଇ ଦିନଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ସହ ସହ ପ୍ରଭାରୀ ସ୍ବଦେଶ ସିଂହ ବି ଆସୁଛନ୍ତି। ଉଭୟଙ୍କର ନୂତନ ନୂତନ ଓଡ଼ିଶା ପ୍ରଭାରୀ ଓ ସହ ପ୍ରଭାରୀ ଦାୟିତ୍ବ ପାଇବା ପରେ ପ୍ରଥମ ଓଡ଼ିଶା ଗସ୍ତ।

ଭୁବନେଶ୍ବର: ଆଜି ବିଜେପିର ନୂତନ ଓଡ଼ିଶା ପ୍ରଭାରୀ ଡି ପୁରନ୍ଦେଶ୍ବରୀ ଦୁଇ ଦିନଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ସହ ସହ ପ୍ରଭାରୀ ସ୍ବଦେଶ ସିଂହ ବି ଆସୁଛନ୍ତି। ଉଭୟଙ୍କର ନୂତନ ନୂତନ ଓଡ଼ିଶା ପ୍ରଭାରୀ ଓ ସହ ପ୍ରଭାରୀ ଦାୟିତ୍ବ ପାଇବା ପରେ ପ୍ରଥମ ଓଡ଼ିଶା ଗସ୍ତ।
ସୌଜନ୍ୟ ସମ୍ବାଦ



