ରାଜ୍ୟ

Zoo: ବନ୍ୟପ୍ରାଣୀଙ୍କ ସେଫ୍‌ ଜୋନ୍‌ ପାପାଡାହାଣ୍ଡି ମୃଗ ବିହାର

ନବରଙ୍ଗପୁର ଜିଲ୍ଲାର ପ୍ରାକୃତିକ ପର୍ଯ୍ୟଟନସ୍ଥଳ ହେଉଛି ପାପଡ଼ାହାଣ୍ଡିର ମୃଗବିହାର। ଏହାକୁ ମିଳିଛି ରାଜ୍ୟର କ୍ଷୁଦ୍ରତମ ଚିଡ଼ିଆଖାନାର ମାନ୍ୟତା। ୪୦ ବର୍ଷ ପୂର୍ବେ ମାତ୍ର ୨ଟି ହରିଣରୁ ଆରମ୍ଭ ହୋଇଥିଲା ଏହି ଚିଡ଼ିଆଖାନା।

ନବରଙ୍ଗପୁର (ସୁରେଶ ନାଇଡୁ): ନବରଙ୍ଗପୁର ଜିଲ୍ଲାର ପ୍ରାକୃତିକ ପର୍ଯ୍ୟଟନସ୍ଥଳ ହେଉଛି ପାପଡ଼ାହାଣ୍ଡିର ମୃଗବିହାର। ଏହାକୁ ମିଳିଛି ରାଜ୍ୟର କ୍ଷୁଦ୍ରତମ ଚିଡ଼ିଆଖାନାର ମାନ୍ୟତା। ୪୦ ବର୍ଷ ପୂର୍ବେ ମାତ୍ର ୨ଟି ହରିଣରୁ ଆରମ୍ଭ ହୋଇଥିଲା ଏହି ଚିଡ଼ିଆଖାନା। ଏଠାରେ ଏବେ ଏଠାରେ ଅଛନ୍ତି ୧୧୩ ଅଣ୍ଡିରା ଓ ୧୫୨ ମାଈ ହରିଣ। ୪ଟି ବାର୍‌ହା, ଭାଲୁ ୨ଟି, କୁମ୍ଭୀର ଗୋଟିଏ ଏବଂ ମୟୂର ୬ଟି ରହିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button