ରାଜ୍ୟ
-
୧୭ତମ ଦିନରେ ୮ଘଣ୍ଟା ୨୩ ମିନିଟ୍ ଗଣତି: ସବୁ ରତ୍ନର ଫଟୋଗ୍ରାଫି, ଭିଡିଓଗ୍ରାଫି, ଥ୍ରିଡି ମ୍ୟାପିଂ ସହ କାଟଲଗ୍ ପ୍ରସ୍ତୁତ
ପୁରୀ: ଗତକାଲି ଭଳି ଆଜି ୧୭ତମ ଦିନରେ ମଧ୍ୟ ଲମ୍ବା ସମୟ ଧରି ଭିତର ଭଣ୍ଡାରରେ ରତ୍ନ ଗଣତି ହୋଇଛି। ପ୍ରାୟ ୮ଘଣ୍ଟା ୨୩ ମିନିଟ୍ ଧରି ଚାଲିଥିବା ଏହି…
Read More » -
Land: ଘର କଲେ ଜମି କିସମ ବଦଳିବ
ଭୁବନେଶ୍ବର: ସହରାଞ୍ଚଳରେ ଏବେ ଚାଷ ଜମିର କିସମ ବଦଳୁନି। ଅର୍ଥାତ ଲୋକ ଜମି କିଣି ଘର କରିବାକୁ ଚାହିଲେ ବି ଜମିର କିସମ ଘରବାଡ଼ି କରିପାରୁନଥିବାରୁ ଘର ନିର୍ମାଣ କରିବାକୁ…
Read More » -
Green campus certificate: ଲୋକଭବନକୁ ଦେଶର ପ୍ରଥମ ସବୁଜ କ୍ୟାମ୍ପସ ପ୍ରମାଣପତ୍ର: ସବୁଜ କ୍ୟାମ୍ପସ୍ ପାଇଁ ବିଶ୍ବବିଦ୍ୟାଳୟଗୁଡ଼ିକୁ ରାଜ୍ୟପାଳଙ୍କ ଆହ୍ବାନ
ଭୁବନେଶ୍ବର: ଲୋକଭବନକୁ ଇଣ୍ଡିଆନ ଗ୍ରିନ୍ ବିଲ୍ଡିଂ କାଉନ୍ସିଲ୍ (ଆଇଜିବିସି) ପକ୍ଷରୁ ପ୍ଲାଟିନମ୍ ସବୁଜ କ୍ୟାମ୍ପସ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଅକ୍ଷୟ ଶକ୍ତି, ଜଳ ସଂରକ୍ଷଣ, ଜୈବବିବିଧତା, ବର୍ଜ୍ୟବସ୍ତୁ…
Read More » -
kangaroo court: କଙ୍ଗାରୁ କୋର୍ଟରେ ଯୁବକଙ୍କୁ ସଜା: ଲଜ୍ଜାରେ ଆତ୍ମହତ୍ୟା
ମାଲକାନଗିରି: ଜଣେ ବିବାହିତଙ୍କୁ ପ୍ରେମ କରିବା ଅଭିଯୋଗରେ ଗାଁ କଙ୍ଗାରୁ କୋର୍ଟରେ ସର୍ବସମ୍ମୁଖରେ ମାଡ଼ ଖାଇବା ସହ ଅର୍ଥଦଣ୍ଡରେ ଦଣ୍ଡିତ ହୋଇଥିଲେ ଯୁବକ। ତାଙ୍କୁ ମାଡ଼ ମରାଯିବା ସହ ୪୫…
Read More » -
Job: ଚାକିରି ଆଶାୟୀଙ୍କୁ ଚୂନ: ଜାଲ୍ ସଂସ୍ଥା ଖୋଲି ଠକିଛନ୍ତି ୧୭ କୋଟିରୁ ଅଧିକ, କୋର୍ଟ ନିର୍ଦ୍ଦେଶ ପରେ ଥାନାରେ ମାମଲା
ରାଉରକେଲା: ଚାକିରି ଦେବାକୁ କହି ଡାକିଲେ। ମୋଟା ଅଙ୍କର ଦରମା ଲୋଭ ଦେଖାଇ ସାର୍ଟିଫିକେଟ ଓ ଅନ୍ୟାନ୍ୟ କାଗଜପତ୍ର ନେଇଗଲେ। ହେଲେ ଚାକିରି ତ ଦେଲେନି, ଓଲଟା ସେମାନଙ୍କ ଆଧାର,…
Read More » -
Education: ନବରଙ୍ଗପୁରକୁ ପ୍ରଥମ ଶ୍ରେଷ୍ଠ ଜିଲ୍ଲା ଏବଂ ଶ୍ରେଷ୍ଠ ଡିଇଓ ଭାବେ ଚୟନ
ନବରଙ୍ଗପୁର (ସୁରେଶ ନାଇଡୁ): ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ନବରଙ୍ଗପୁରକୁ ପ୍ରଥମ ଶ୍ରେଷ୍ଠ ଜିଲ୍ଲା ଏବଂ ଶ୍ରେଷ୍ଠ ଜିଲ୍ଲାଶିକ୍ଷାଅଧିକାରୀ (ଡିଇଓ) ଭାବରେ ଛତ୍ରପତି ସାହୁଙ୍କୁ ପୁରସ୍କୃତ କରାଯିବ। ଏହା ଆସନ୍ତା ୫ତାରିଖ ସେପ୍ଟେମ୍ବରରେ…
Read More » -
Education: ଇଗ୍ନୋରେ ନାମଲେଖା ସୁଯୋଗ; ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ ଅବଧି ବୃଦ୍ଧି
ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଜୁଲାଇ ୨୦୨୬ ଶିକ୍ଷା ସତ୍ର ପାଇଁ ନୂତନ ନାମଲେଖା ଓ ପୁନଃପଞ୍ଜିକରଣର ଅବଧି ଚଳିତ ସେପ୍ଟେମ୍ବର…
Read More » -
Arrested: ବଡ଼ଧରଣର ବ୍ୟାଙ୍କ ଡକାୟତି ଉୟମ ପଣ୍ଡ; ମାରଣାସ୍ତ୍ର ସହ ଧରା ପଡ଼ିଲେ ୬ ଯୁବକ
ଛତିଆ: ଯାଜପୁରଜିଲ୍ଲା ବୈରୀ ପୁଲିସକୁ ମିଳିଛି ବଡ ସଫଳତା। ସୋମବାର ବିଳମ୍ବିତ ରାତିରେ ଅମରାବତୀ ପଡ଼ିଆରେ ଏକ ବଡ଼ ବ୍ୟାଙ୍କ ଡକାୟତି ଯୋଜନା କରୁଥିବା ୬ଜଣ ଯୁବକଙ୍କୁ କାବୁ କରିବା ସହ ବହୁ…
Read More » -
Indravati reservoir: ବିପଦସଂକୁଳର ନିକଟତର ଇନ୍ଦ୍ରାବତୀ, ବିଦ୍ୟୁତ ଉତ୍ପାଦନ ବଢ଼ିଲା
ନବରଙ୍ଗପୁର (ସୁରେଶ ନାଇଡୁ): ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ହେଲେ ଯେକୌଣସି ମୁହୂର୍ତ୍ତରେ ଜଳଭଣ୍ଡାରର ସ୍ପିଲୱେ ଗେଟ୍ ଖୋଲାଯାଇପାରେ। ଏହାକୁ ଦୃଷ୍ଟିରେ ରଖି ଇନ୍ଦ୍ରାବତୀ ନଦୀର ତଳମୁଣ୍ଡରେ ରହୁଥିବା ତେନ୍ତୁଳିଖୁଣ୍ଟି, ନବରଙ୍ଗପୁର,…
Read More » -
Indian Railways: ପୂର୍ବତଟ ରେଳପଥର ଏଜିଏମ୍ ଭାବେ ଯୋଗଦେଲେ ବିଜୟ କୁମାର ମିଶ୍ର
ଭୁବନେଶ୍ୱର: ଭାରତୀୟ ରେଳ ଆକାଉଣ୍ଟସ ସର୍ଭିସ୍ (IRAS)ର ୧୯୯୧ ବ୍ୟାଚ୍ର ବରିଷ୍ଠ ଅଧିକାରୀ ବିଜୟ କୁମାର ମିଶ୍ର ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଭାବେ ଯୋଗଦେଇଛନ୍ତି। ରେଳ…
Read More »