ରାଜ୍ୟ
-
Cattle Smuggling: କାର୍ରେ ଚାଲାଣ ହେଉଥିଲା ଗୋରୁ, ୨ଟି ଗୋରୁ ଉଦ୍ଧାର ସହ କାର୍ ଜବତ
ଧାମନଗର: ଯେତେ ଚଢ଼ାଉ ହେଲେବି ଭଦ୍ରକ ଜିଲ୍ଲାରେ ଗୋରୁଚାଲାଣ ଥମିବାର ନାମ ନେଉନାହିଁ। ଗୋଚାଲଣକାରୀ ନୂଆ ଉପାୟରେ ଏହିଭଳି ଘୃଣ୍ୟ କାମ କରୁଥିବାର ଦେଖିବାକୁ ମିଳୁଛି। ଧାମନଗର ଥାନା ହବିବନଗର ଅନ୍ତର୍ଗତ କଟଣାପାହି…
Read More » -
Mining Department : ଖଣି ବିଭାଗ ପକ୍ଷରୁ ୧୧ ମାଙ୍କଡ଼ା ପଥର ବୋଝେଇ ଟ୍ରକ୍ ଜବତ
କଣାସ(ବିଦ୍ୟାଧର ପରିଡ଼ା): ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳରୁ ବେଆଇନ ଭାବେ ଚୋରା ମାଙ୍କଡ଼ା ପଥର ଚାଲାଣ ହେଉଥିବା ବେଳେ ଖଣିବିଭାଗ ଚଢ଼ଉ କରି ୧୧ଟି ପଥର ବୋଝେଇ ଟ୍ରକ ଜବତ କରିଛି। ସରକାର ପ୍ରଚୁର ରାଜସ୍ୱ…
Read More » -
Kuakhia Police: ନିଖୋଜ ଡାକ୍ତରୀ ଛାତ୍ରଙ୍କୁ ଘରଲୋକଙ୍କ ଜିମା ଦେଲା କୁଆଖିଆ ପୁଲିସ୍
କୁଆଖିଆ/ରାଇରଙ୍ଗପୁର: ନିଖୋଜ ଡାକ୍ତରୀ ଛାତ୍ର ମୟୂରଭଞ୍ଜଜିଲ୍ଲା ତିରିଂରୁ ଉଦ୍ଧାର କରିବା ପରେ କୁଆଖିଆ ପୁଲିସ ଘର ଲୋକଙ୍କୁ ଜିମା ଦେଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ ଗତ ୩୧ ଅଗଷ୍ଟ ଏମକେସିଜିର ଛାତ୍ର ତଥା ଯାଜପୁର ଜିଲ୍ଲା କୁଆଖିଆ…
Read More » -
Sundargarh: ଜଙ୍ଗଲରୁ ୩୪ ହଜାର ଲିଟର ମହୁଲ ପୋଚ ଜବତ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ପିଠାଭୁଇଁ ଜଙ୍ଗଲରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ମହୁଲ ପୋଚ ଜବତ କରିଛି। ଚଢ଼ାଉ ସମୟରେ ପ୍ରାୟ ୩୪ ହଜାର ଲିଟର…
Read More » -
Drunk Youth: ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ପାଣି ଟାଙ୍କି ଉପରେ ଚଢ଼ିଲେ
କାମାକ୍ଷାନଗର: ମଦନିଶାରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ନିଶାସକ୍ତଅବସ୍ଥାରେ ପାଣି ଟାଙ୍କି ଉପରେ ଚଢ଼ିଗଲେ ଯୁବକ। ଦୀର୍ଘ ସମୟ ଧରି ଟାଙ୍କି ଉପରେ ରହିବାରୁ ଗାଁରେ ସୃଷ୍ଟି ହୋଇଥିଲା ଚାଞ୍ଚଲ୍ୟ।…
Read More » -
Land: ଆୟ ସୀମା ପାଇଁ ୫୬,୬୨୬ ଜଣ ବାସହୀନଙ୍କୁ ଜମି ମିଳୁନି: ୨ବର୍ଷରେ ୩୪,୨୫୧ ଜଣଙ୍କୁ ଜମି ମିଳିଛି
ଭୁବନେଶ୍ୱର: ବହୁ ଲୋକଙ୍କର ଜମି ନଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଘର ପାଉନାହାନ୍ତି। ଏହାକୁ ନଜରରେ ରଖି ରାଜ୍ୟ ସରକାର ‘ବସୁନ୍ଧରା’ ଯୋଜନାରେ ଘରବାରିହୀନ ପରିବାରରଗୁଡ଼ିକୁ…
Read More » -
ରାଜ୍ୟରେ ୧ ଲକ୍ଷ ରକ୍ତଶିକୁଳି ରୋଗୀ, ୬ ଲକ୍ଷ ରୋଗବାହକ ଚିହ୍ନଟ
କଟକ: ୨୦୪୭ ସୁଦ୍ଧା ଦେଶରେ ରକ୍ତଶିକୁଳି ରୋଗକୁ ସମ୍ପୂର୍ଣ୍ଣ ଦୂରେଇବା ଲକ୍ଷ୍ୟରେ ୧୭ଟି ରାଜ୍ୟରେ ସିକଲ୍ସେଲ୍ ସେଣ୍ଟର ଅଫ୍ କମ୍ପିଟେନ୍ସ ଆରମ୍ଭ ହୋଇଛି। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ…
Read More » -
ଏମ୍ଏମ୍ଡିଆର୍ ସଂଶୋଧିତ ଆଇନ ବିରୋଧରେ ତେଜୁଛି ଅସନ୍ତୋଷ: ରାସ୍ତାକୁ ଓହ୍ଲାଇଲେ ବିରୋଧୀ
ଭୁବନେଶ୍ବର: ଏମ୍ଏମ୍ଡିଆର୍ ସଂଶୋଧିତ ଆଇନକୁ ନେଇ ଏବେ ରାଜ୍ୟ ଉଠୁଛି ପଡ଼ୁଛି। ଏହି ଆଇନ ଦ୍ବାରା ଓଡ଼ିଶା ଆର୍ଥିକ ଦୃଷ୍ଟିରୁ ଭୀଷଣ କ୍ଷତିଗ୍ରସ୍ତ ହେବ ବୋଲି ବିରୋଧୀ ରାଜନୈତିକ ଦଳ…
Read More » -
Dara Singh’s: ଦାରା ସିଂହଙ୍କ ଦଣ୍ଡ ହ୍ରାସ ମାମଲା: ଓଡ଼ିଶା ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ଭର୍ତ୍ସନା
କେନ୍ଦୁଝର: ବହୁ ଚର୍ଚ୍ଚିତ ଗ୍ରାହମ ଷ୍ଟେନ୍ସ ହତ୍ୟାକାଣ୍ଡରେ ଜେଲ୍ ଦଣ୍ଡ ଭୋଗୁଥିବା ଦାରା ସିଂହଙ୍କ ରିମିସନ୍ (ଦଣ୍ଡ ହ୍ରାସ) ଆବେଦନ ଉପରେ ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିବାରୁ…
Read More » -
Workshop: ହରିପୁରରେ ୩ ଦିନିଆ ଗୁରୁଦିବସ କର୍ମଶାଳା
କାଳିଆପାଣି: ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ ହରିପୁର ଭାରତୀ ବିହାର ଉଚ୍ଚ ମାଧ୍ୟମିକ ସ୍କୁଲ ଛାତ୍ର ସଂସଦ ପକ୍ଷରୁ ଅଭ୍ୟର୍ଥନା ଗୃହରେ ୩ ଦିନିଆ ଗୁରୁଦିବସ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ନନ୍ଦ କିଶୋର…
Read More »