ରାଜ୍ୟ
-
2 Prescriptions: ମନମୁଣ୍ଡା ଡାକ୍ତରଖାନାରେ ରୋଗୀଙ୍କ ପାଇଁ ୨ଟି ପ୍ରେସକ୍ରିପସନ: ଗୋଟିଏ ନିରାମୟ, ଅନ୍ୟଟି ଔଷଧ ଦୋକାନ ପାଇଁ
କଣ୍ଟାମାଳ: ବୌଦ୍ଧଜିଲ୍ଲା ମନମୁଣ୍ଡା ଡାକ୍ତରଖାନାରେ ଏକ ଅଜବ ବ୍ୟବସ୍ଥା ଚାଲିଥିବା ଦେଖିବାକୁ ମିଳିଛି। ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ପାଇଁ ୨ଟି ପ୍ରେସକ୍ରିପସନର ବ୍ୟବସ୍ଥା କରାଯାଇଛି। ଗୋଟିଏ ପ୍ରେସକ୍ରିପସନରେ ଡାକ୍ତରଖାନାର ନିରାମୟରୁ ମାଗଣା…
Read More » -
Accident 2 Vehicles Burnt: ଆମପାଣି ଘାଟିରେ ଟ୍ରଲର ଓ ପିକଅପ୍ ଦୁର୍ଘଟଣା, ହୁତୁହୁତୁ ହୋଇ ଜଳିଗଲା ଦୁଇ ଗାଡ଼ି
ମୈଦଲପୁର: ଗତ ବିଳମ୍ବିତ ରାତିରେ କଳାହାଣ୍ଡି–ନବରଙ୍ଗପୁର ସୀମାନ୍ତ ଆମପାଣି ଥାନା ଅନ୍ତର୍ଗତ ଆମପାଣି ଘାଟି ବିରିମୁହାଣ ଛକ ନିକଟରେ ଟ୍ରଲର (ଓଡ଼ି୦୨ ସି ୟୁ ୭୦୬୫) ଓ କୁକୁଡ଼ା ବୋଝେଇ…
Read More » -
26 Gamblers Arrested: ଓଡ଼ିଶା- ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ଜୁଆ ଆଡ୍ଡାରେ ଚଢ଼ାଉ: ୨୬ ଜୁଆଡ଼ି ଗିରଫ, ୧୧ ଲକ୍ଷ ଟଙ୍କା ଜବତ
ସୁନ୍ଦରଗଡ଼: ଜୁଆଆଡ୍ଡାରେ ସୁନ୍ଦରଗଡ଼ ପୁଲିସର ବଡ଼ ଚଢ଼ଉ। ଗତକାଲି ବିଳମ୍ବିତ ରାତିରେ ହେମଗିର ଥାନା ଓଡ଼ିଶା- ଛତିଶଗଡ଼ ସୀମାନ୍ତ ଜାମଝରିଆ ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ଉ କରି ପୁଲିସ…
Read More » -
Elephant Attacks Death: ହାତୀ ଆକ୍ରମଣରେ ଅଙ୍ଗନୱାଡି ସହାୟିକା ମୃତ
ଛେଣ୍ଡିପଦା: ଅନୁଗୁଳଜିଲ୍ଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ଥାନା ନୂଆଗାଁ ଗ୍ରାମର ଆମ୍ବତୋଟାରେ ହାତୀଆକ୍ରମଣରେ ଅଙ୍ଗନୱାଡି ସହାୟିକା ପ୍ରମିଳା ରାଉଳ(୪୦) ମୃତ୍ୟୁ ହୋଇଛି। ଜରିପାଳ ଗ୍ରାମର ପଙ୍କଜ ରାଉଳଙ୍କ ପତ୍ନୀ ପ୍ରମିଳା ବାପଘର ନୂଆଗାଁ ଗ୍ରାମକୁ ଗତକାଲି…
Read More » -
Car Burnt : ଟାଉନ ଥାନା ସମ୍ମୁଖରେ ଜଳିଗଲା କାର୍: ଡାକ୍ତରଖାନାରେ ଚାଲିଗଲା ଚାଳକଙ୍କ ଜୀବନ
ସୁନ୍ଦରଗଡ଼: ଗତକାଲି ବିଳମ୍ବିତ ରାତିରେ ଟାଉନ ଥାନା ସମ୍ମୁଖରେ ଏକ ଏରଟିଗା କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଛାରଖାର ହୋଇ ଯାଇଛି। ଗାଡ଼ି ଚାଳକଙ୍କୁ ନିଆଁ ଭିତରୁ ପୁଲିସ ଟାଣି…
Read More » -
Barang police station: ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରି: ବଦଳିଲେ ଥାନା ଅଧିକାରୀ
ବାରଙ୍ଗ ବ୍ଲକ୍ ଚଣ୍ଡୀପ୍ରସାଦ ଗ୍ରାମର ରାକେଶ ବେହେରାଙ୍କୁ ପୁଲିସର ମାଡ଼ ଘଟଣାରେ ବଦଳିଛନ୍ତି ବାରଙ୍ଗ ଥାନାଧିକାରୀ ନିରଞ୍ଜନ ବେହେରା। ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଶ୍ରୀ ବେହେରାଙ୍କୁ…
Read More » -
Rayagada Railway Zone: ରାୟଗଡ଼ା ରେଳ ମଣ୍ଡଳର ରୂପରେଖ ପ୍ରସ୍ତୁତ: ୬ ଜିଲ୍ଲାର ୧୩୬୦ କିମି ରହିବ
ଭୁବନେଶ୍ବର: ରାୟଗଡ଼ା ରେଳ ମଣ୍ଡଳ କାର୍ଯ୍ୟକ୍ଷମ କରିବାକୁ ଭାରତୀୟ ରେଳପଥ ପକ୍ଷରୁ ରୂପରେଖ ପ୍ରସ୍ତୁତ ହୋଇଛି। ଏହି ନୂତନ ଡିଭିଜନ୍ ଅଧୀନରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, କନ୍ଧମାଳଜିଲ୍ଲା ରହିବ। ୬୦୦ରୁ ଅଧିକ ଅଧିକାରୀ ଓ ରେଳ କର୍ମଚାରୀ…
Read More » -
Ratha yatra: ରଥଖଳା: ସରିଲା ଚକ-ଅଖ ଡେରା
ପୁରୀ: ରଥ ନିର୍ମାଣର ଆଜି ଥିଲା ୪୧ତମ ଦିବସ। ରଥ ସେବକମାନେ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ଚକ ଅଖ ଡେରା କାର୍ଯ୍ୟ…
Read More » -
Housing Board: ସବୁ ଜିଲ୍ଲାରେ ଆବାସିକ ପ୍ରକଳ୍ପ କରିବ ହାଉସିଂବୋର୍ଡ: ଚଳିତବର୍ଷ ୪ଟି ପ୍ରକଳ୍ପରେ ୬୮୭୭ଟି ଆବାସିକ ୟୁନିଟ୍ ନିର୍ମାଣ ହେବ
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ (ଓଏସ୍ଏଚ୍ବି) ପକ୍ଷରୁ ଏପର୍ଯ୍ୟନ୍ତ ୨୧ଟି ଜିଲ୍ଲାରେ ୩୨୩୪୩ଟି ଆବାସିକ ଘର, ଦୋକାନ ଘର ଏବଂ ଜମି ବିକଶିତ କରି ବିକ୍ରି କରାଯାଇଛି।…
Read More » -
OAS: ବଦଳିଯାଉଛି ‘ବଦଳି’: ଓଏଏସ୍ ବଦଳି ତାଲିକା ବାରମ୍ବାର ବଦଳୁଛି
ଭୁବନେଶ୍ବର: ନିୟମିତ ବ୍ୟବଧାନରେ ରାଜ୍ୟ ପ୍ରଶାସନରେ ଗଦାଗଦା ବଦଳି ତାଲିକା ବାହାରୁଛି। କିନ୍ତୁ ତାହାକୁ ବହୁ ଅଧିକାରୀ ପାଳନ କରୁନାହାନ୍ତି। ପୁଣି ସରକାର ନିଜ ଆଡ଼ୁ ବଦଳିକୁ ସଂଶୋଧନ କରିଦେଉଛନ୍ତି।…
Read More »