ରାଜ୍ୟ
-
Accident: ରାସ୍ତାକଡ଼ ଦେକାନକୁ ଧକ୍କା ଦେଲା କାର୍: ଯୁବକ ଗୁରୁତର
ସୋର: ଜାତୀୟ ରାଜପଥକଡ଼ରେ ହୋଇଥିବା ଦୋକାନଗୁଡିକ ପାଇଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ମାତ୍ର ପ୍ରଶାସନର କୌଣସି ପଦକ୍ଷେପ ନଥିବାରୁ ଅମାନିଆ ଦୋକନୀମାନେ…
Read More » -
Mine: ଚୋର ହାତରେ ଚାବିକାଠି: ଟ୍ରକ୍, ଜେସିବି ଲଗାଇ ନେଇଗଲେ ଟନ୍ ଟନ୍ କୋଇଲା
ଅନୁଗୋଳ/ତାଳଚେର: ଅନୁଗୋଳ ହଣ୍ଡପା ରେଳ ଷ୍ଟେସନ ନିକଟରେ ବେଆଇନ ଭାବେ ଘରୋଇ ଜମିରେ ନିର୍ମାଣ ହୋଇଥିଲା କୋଇଲା ଷ୍ଟକ୍ୟାର୍ଡ। ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଘଟଣାର ତଦନ୍ତ କରାଯିବା…
Read More » -
Chinese citizen: ଉଦ୍ଧାର ଚୀନ ନାଗରିକଙ୍କ ଚାଞ୍ଚଲ୍ୟକର ବୟାନ: ୮ ବୁଡ଼ିଗଲେ, ଜାହାଜରେ ଜଳସମାଧି ନେଲେ ୧୪
ଜଗତସିଂହପୁର: ‘ରାତି ପ୍ରାୟ ସାଢ଼େ ୧୦ଟା। ଆମେ ଜାହାଜର ଉପରଭାଗ ଡେକ୍ରେ ଡ୍ୟୁଟି ସ୍ଥାନରେ ବିଶ୍ରାମ ନେଉଥିଲୁ। ଅନ୍ୟମାନେ ଭିତରେ ଥିଲେ। ହଠାତ ଜୋରରେ ଗର୍ଜନ କରି ଜରୁରିକାଳୀନ ସାଇରନ୍…
Read More » -
Swargadwara: ସ୍ୱର୍ଗଦ୍ୱାରରେ ଅଭାବନୀୟ ଘଟଣା: ଶବଯାତ୍ରାରେ ସଂକୀର୍ତ୍ତନ କରୁଥିଲେ, ଶବ ହୋଇଗଲେ
ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ଆଜି ଶବ ଶୋଭାଯାତ୍ରାରେ ସଂକୀର୍ତ୍ତନ କରୁଥିବା ଜଣେ ବ୍ୟକ୍ତିଙ୍କର ହୃଦ୍ଘାତରେ ଜୀବନ ଚାଲିଯାଇଛି। ମୃତକ ହେଲେ ପୁରୀର ପ୍ରଭାତ ସାହୁ। ସୂଚନା ଅନୁସାରେ, ଆଜି ସକାଳେ…
Read More » -
Subhadra Yojana received: ମିଳିଲା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି: କୋଟିଏରୁ ଅଧିକ ଆକାଉଣ୍ଟକୁ ଗଲା ୫ ହଜାର କୋଟି, ଖୁବ୍ଶୀଘ୍ର ନୟାଗଡ଼ ଚିନିକଳ କାର୍ଯ୍ୟକ୍ଷମ
ନୟାଗଡ଼: ରାଖୀ ପୂର୍ଣ୍ଣିମା ଅବସରରେ ଭାଇଟିଏ ନିଜ ଭଉଣୀକୁ କିଛି ଉପହାର ଦେଇଥାଏ। ଓଡ଼ିଶାର ଶାସନ ମୁଖ୍ୟ ଭାବେ ରକ୍ଷାବନ୍ଧନରେ ‘ସୁଭଦ୍ରା’ ସହାୟତା ପ୍ରଦାନ କରି ଜଣେ ଭାଇର…
Read More » -
Ravenshaw university: ଧାରଣାରେ ବସିଲେ ରେଭେନ୍ସା ଅଧ୍ୟାପକ: ଆଲୋଚନା ନ ହେବା ଯାଏଁ ଜାରି ରହିବ ଆନ୍ଦୋଳନ
କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ (ରୁଟା)ର ୮୦ରୁ ଅଧିକ ସଦସ୍ୟ ଆଜି ସମୂହ ଛୁଟିରେ ଯିବା ସହ କଳାବ୍ୟାଜ୍ ପିନ୍ଧି କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।…
Read More » -
Workers’ dreams: ବଡ଼ ନେତାଙ୍କ କନ୍ଦଳରେ କର୍ମୀଙ୍କ ସ୍ବପ୍ନ ଚୂରମାର: ରାଜନୈତିକ ପ୍ରାପ୍ୟରୁ ବଞ୍ଚିତ ହେଉଛନ୍ତି ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା
ସମ୍ବଲପୁର: ଜାତୀୟ ରାଜନୀତିର ଅନ୍ୟତମ ପ୍ରଭାବଶାଳୀ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରରେ ଟାଣୁଆ କ୍ୟାବିନେଟ୍ ମନ୍ତ୍ରୀ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ…
Read More » -
Loot Mineral Fund-1: ଲୁଟିନେଲେ ଖଣିଜ ପାଣ୍ଠି-୧: ଘରୋଇ ହସ୍ପିଟାଲ ପାଇଁ ୧୦ କୋଟି ଖର୍ଚ୍ଚ, ଦଳିମକଚି ଦେଲେ ଜିଲ୍ଲା ଖଣିଜ ପାଣ୍ଠି ନିୟମ
ଯାଜପୁର: ଯାଜପୁର ଜିଲ୍ଲା ଖଣିଜ ପାଣ୍ଠିକୁ ଆଖିବୁଜା ଲୁଟ୍ କରାଯାଇଛି। ଖଣିଜ ପାଣ୍ଠି ପରିଚାଳନା ଓ ଏହାର ଖର୍ଚ୍ଚକୁ ନେଇ ରହିଥିବା ସବୁ ନିୟମକୁ ପୂର୍ବ ସରକାରରେ ଥିବା ପ୍ରଶାସକମାନେ ଦଳିମକଚି…
Read More » -
Environment: ପରିବେଶ ସହ ଖାପ ଖୁଆଇଲାଣି ‘ଜୀନତ’
ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ପରିବେଶ ସହିତ ଖାପଖୁଆଇ ଚଳିଲାଣି ମହାବଳ ବାଘୁଣୀ ‘ଜୀନତ’। ୪ଟି ଶାବକଙ୍କୁ ଜନ୍ମ ଦେଇଥିବା ଜୀନତ ଏବେ ନିଜର ବାସସ୍ଥାନ ଗଢ଼ିଲାଣି। ବର୍ଷାଋତୁ ପରେ…
Read More » -
Rakhi: ରାଖୀ ବାନ୍ଧିଲେ ମହାପ୍ରଭୁ: ମାର୍କଣ୍ଡ ପୁଷ୍କରିଣୀରେ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି
ପୁରୀ: ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ସହ ମାର୍କଣ୍ଡ ପୁଷ୍କରିଣୀରେ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ ଠାକୁର ଶ୍ରୀବଳଭଦ୍ର ୨ଟି ଲେଖାଏଁ ରାଖୀ ଏବଂ…
Read More »