ରାଜ୍ୟ
-
Schools Closed: ସୁନ୍ଦରଗଡ଼ରେ ଲଗାଣ ବର୍ଷା, ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ
ସୁନ୍ଦରଗଡ଼:ସୁନ୍ଦରଗଡ଼ ଜିଲ୍ଲାରେ ଗତକାଲି ସନ୍ଧ୍ୟାରୁ ଲାଗି ରହିଛି ଲଗାଣ ବର୍ଷା। ପାଣିପାଗ ବିଭାଗ ପୁଣି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି। ଦିନକ ପାଇଁ ଛୁଟି ଘୋଷଣା ତେଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼…
Read More » -
Flood situation serious: ବନ୍ୟା ସ୍ଥିତି ଗମ୍ଭୀର: ମୁଖ୍ୟମନ୍ତ୍ରୀ ଦେଖିଲେ
ଯାଜପୁର/ଭଦ୍ରକ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଓ ଭଦ୍ରକ ଜିଲ୍ଲା ଗସ୍ତ କରି ବନ୍ୟା ପରିସ୍ଥିତି ସମୀକ୍ଷା କରିବା ସହ ବନ୍ୟା ବିପନ୍ନଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ସଡ଼କପଥରେ ଯାଜପୁର ଜିଲ୍ଲାର…
Read More » -
Survey report: ସର୍ଭେ ରିପୋର୍ଟ: ଟ୍ରେନ୍ର ସମୟଜ୍ଞାନ ନାହିଁ, ସବୁଠାରୁ ତଳେ ଖୋରଧାରୋଡ୍ ଡିଭିଜନ୍
ଭୁବନେଶ୍ବର: ବନ୍ଦେ ଭାରତଠାରୁ ଆରମ୍ଭ କରି ନମୋ ଭାରତ ଏକ୍ସପ୍ରେସ୍ ଚଳାଉଛି ଭାରତୀୟ ରେଳ। ଭିତ୍ତିଭୂମି ସୁଦୃଢ଼ ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଷ୍ଟେସନଗୁଡ଼ିକର ନବୀକରଣ କରାଉଛି।…
Read More » -
BJP-BJD: ବିଜେପି-ବିଜେଡି କର୍ମୀ ମୁହାଁମୁହିଁ: ଧାରଣାରେ ବସିଲେ ବିଧାୟିକା ପ୍ରମିଳା ମଲ୍ଲିକ ଓ ସୁଜାତା ସାହୁ
ଯାଜପୁର/ଦଶରଥପୁର: ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସଡ଼କପଥରେ ଦଶରଥପୁର ବ୍ଲକ ଗସ୍ତରେ ଆସିଥିବା ବେଳେ ରାଜନୈତିକ ବିବାଦ ଓ ଉତ୍ତେଜନା…
Read More » -
Narendra Sahu kidnapping case: ନରେନ୍ଦ୍ର ସାହୁ ଅପହରଣ ମାମଲା: ପୁଲିସ ଏସ୍ଆଇ, ସାମ୍ବାଦିକ ଗିରଫ, ଆହୁରି ୬ ଅଭିଯୁକ୍ତ ସାମିଲ
ବଲାଙ୍ଗୀର: ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କ ଅପହରଣ ଘଟଣା ନୂଆ ମୋଡ଼ ନେଇଛି। ମାଷ୍ଟରମାଇଣ୍ଡ କ୍ଷିତୀଶ ସାହୁ ଏବଂ ସହଯୋଗୀ ସଂଜୀବ ବାରିକ ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବାବେଳେ ଏବେ…
Read More » -
Ganja seized: ଗଂଜେଇ ଚାଲାଣ ବେଳେ ଚଢ଼ଉ, ଚାରି ଅଭିଯୁକ୍ତ ଗିରଫ
ରାଇଘର (ଦେବେନ୍ଦ୍ର ମିଶ୍ର): ଦୀର୍ଘ ଦିନ ପରେ ନବରଙ୍ଗପୁରଜିଲ୍ଲା ରାଇଘର ଥାନାକୁ ମିଳିଛି ଏକ ବଡ଼ ସଫଳତାl ସୋମବାର ସନ୍ଧ୍ୟା ସମୟରେ ମାଲକାନଗିରି ଜିଲ୍ଲା ବାଲିମେଳାରୁ ଧମତରୀକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ହୀରାପାରା ଠାରେ ପୁଲିସ…
Read More » -
Odisha 2nd Flood: ବନ୍ୟାରେ ୬ ଜିଲ୍ଲାରେ ୮ଲକ୍ଷ ଲୋକ ପ୍ରଭାବିତ, ଦୁଃସ୍ଥିତି ଆକଳନ କଲେ ମୁଖ୍ୟମନ୍ତ୍ରୀ
୧୨୬ ଗାଁ ଜଳମୟ, ୯୪୧ଟି ଘର ଭାଙ୍ଗିଛି ୪୨,୨୧୬ ହେକ୍ଟର ଚାଷ ଜମିରେ ପାଣି ମାଡ଼ିଛି ଭୁବନେଶ୍ବର: ଲଘୁଚାପ ଜନିତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀରେ…
Read More » -
Suspicious death ଦୁଇ ଯୁବକଙ୍କ ମୃତ୍ୟୁ, ସନ୍ଦେହରେ ଇଟାନିର୍ମାଣ ଶ୍ରମିକଙ୍କ ଆତ୍ମହତ୍ୟା
ରାଇରଙ୍ଗପୁର:କଟକଜିଲ୍ଲା ଜଗତପୁରରେ ଏକ ଇଟା ନିର୍ମାଣ ସଂସ୍ଥାରେ କାମ କରୁଥିବା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଜଣେ ଶ୍ରମିକଙ୍କ ଆତ୍ମହତ୍ୟା ଓ କଟକରେ ବ୍ୟବଚ୍ଛେଦ ନକରି ରାଇରଙ୍ଗପୁର ପଠାଇବାକୁ ନେଇ ପରିବାର ସଦସ୍ୟ…
Read More » -
Wild Animal Attacks ଜଙ୍ଗଲରୁ ଝପଟି ଆସିଲା ’ଜନ୍ତୁ’, ୪ ବର୍ଷର ଶିଶୁ କନ୍ୟାକୁ ଭିଡ଼ିନେଲା
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଜନ୍ଦ୍ରାଗୁଡ଼ା ଗ୍ରାମରେ କୌଣସି ଅଜଣା ଜଙ୍ଗଲୀ ଜନ୍ତୁର ଆକ୍ରମଣରେ ଏକ ୪ବର୍ଷର ଶିଶୁକନ୍ୟା ଗୁରୁତର ଆହତ ହୋଇଛନ୍ତି। ଗାଁଲୋକ ଉକ୍ତ ଜନ୍ତୁକୁ ‘ବାଘ’…
Read More » -
World Athletics Continental Tour ଭୁବନେଶ୍ୱରରେ ଅନୁଷ୍ଠିତ ହେବ ‘ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍’ ମିଟ୍
ଭୁବନେଶ୍ୱର: ଅଗଷ୍ଟ ୨୨ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ‘ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍’ ଅନୁଷ୍ଠିତ ହେବ। ଏନେଇ ଆଜି (ସୋମବାର), ମିଟ୍ର ଆୟୋଜକ ଓଡ଼ିଶା…
Read More »