ରାଜ୍ୟ
-
truck overturned ଜାତୀୟ ରାଜପଥରେ ଓଲଟିଲା ପରିବା ବୋଝେଇ ଟ୍ରକ, ୩ ଗୁରୁତର
ଚଣ୍ଡିଖୋଲ: ୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣା ଥାନା ଅନ୍ତର୍ଗତ ବନ୍ଦାଳ ଛକ ନିକଟରେ ଗତକାଲି (ରବିବାର) ବିଳମ୍ବିତ ରାତିରେ ଏକ ପରିବା ବୋଝେଇ ଟ୍ରକ ଓଲଟି ପଡ଼ିଛି।…
Read More » -
Jai Kisan Navratna Fertilizers ଜୟ କିସାନ ନବରତ୍ନ ଫର୍ଟିଲାଇଜର ପକ୍ଷରୁ ବୃକ୍ଷରୋପଣ ଓ ପୂର୍ବ ସୈନିକ-କୃଷକଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ବର: ‘ଜୟ ଯବାନ, ଜୟ କିସାନ’ ଆଦର୍ଶକୁ ଆଧାର କରି ଜୟ କିସାନ ନବରତ୍ନ ଫର୍ଟିଲାଇଜର ପକ୍ଷରୁ ଚଳିତ ବର୍ଷ ୧୫ ଅଗଷ୍ଟକୁ ‘ଜୟ ଜବାନ, ଜୟ କିସାନ…
Read More » -
Flood Hits Bari ବରୀରେ ଦ୍ବିତୀୟ ବନ୍ୟା: ୨୯ ପଞ୍ଚାୟତ ଜଳବନ୍ଦୀ, ୮୪ ଗ୍ରାମର ୧,୨୦,୭୨୦ ଜଣ ବିପନ୍ନ
ବରୀ: ବରୀରେ ଦ୍ବିତୀୟ ବନ୍ୟାର ଦ୍ବିତୀୟ ଦିନରେ ସ୍ଥିତି ସଂଗୀନ ହୋଇଛି। ୨୯ ପଞ୍ଚାୟତର ୮୪ ରାଜସ୍ବ ଗ୍ରାମର ୧ଲକ୍ଷ ୨୦ ହଜାର ୭୨୦ କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରଶାସନ…
Read More » -
ବାମାପଦ ତ୍ରିପାଠୀ ‘ସମାଜ’ର ନୂଆ ସମ୍ପାଦକ
କଟକ : ବରିଷ୍ଠ ସାମ୍ବାଦିକ ବାମାପଦ ତ୍ରିପାଠୀ ‘ସମାଜ’ର ନୂତନ ସମ୍ପାଦକ ଭାବେ ରବିବାର ଅପରାହ୍ଣରେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ବିଦାୟୀ ସମ୍ପାଦକ ତପନ ମିଶ୍ରଙ୍କଠାରୁ…
Read More » -
ଖସାପଡ଼ା ଲାଗି ନୀତି ପାଇଁ ଆଜି ୪ ଘଣ୍ଟା ଦର୍ଶନ ବନ୍ଦ
ପୁରୀ : ସୋମବାର ଶ୍ରାବଣ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରରେ ଆପାତତଃ…
Read More » -
ଗୋପୀନାଥ ବାରିକ ମୁଖ୍ୟ ପରିଚାଳକ, ଅନୁପମ ପ୍ରହରାଜ ବାର୍ତ୍ତା ସମ୍ପାଦକ
କଟକ : ‘ସମାଜ’ର ମୁଖ୍ୟ ପରିଚାଳକ ଭାବେ ଗୋପୀନାଥ ବାରିକଙ୍କୁ ନିଯୁକ୍ତି ମିଳିଛି। ‘ସମାଜ’ ପରିଚାଳନା କମିଟି ବୈଠକରେ ଏ ସଂକ୍ରାନ୍ତରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା…
Read More » -
ପତାକା ଉତ୍ତୋଳନବେଳେ ରୋଚକ ପରିସ୍ଥିତି ; ଅଧା ଉତ୍ତୋଳନ କଲେ ବ୍ଲକ ଅଧ୍ୟକ୍ଷା, ଅଧା ଟାଣିଲେ ବିଡିଓ
ଖଲ୍ଲିକୋଟ: ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ ବେଳେ ଶାସକ ବିଜେପି ବିଧାୟକଙ୍କ ସମର୍ଥକ ଏବଂ…
Read More » -
ପୋଡିୟମକୁ ତଳକୁ ଫିଙ୍ଗିଦେଲେ ବ୍ଲକ ଅଧ୍ୟକ୍ଷା
ବାଲିଗୁଡା : କନ୍ଧମାଳ ଜିଲା କୋଟଗଡରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କ ହଟ୍ଟଗୋଳ କାରଣରୁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଶନିବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ…
Read More » -
ମାସର ଶେଷ ସପ୍ତାହରେ ଲଘୁଚାପ
ଭୁବନେଶ୍ବର: ଚଳିତ ମାସ ଶେଷ ସପ୍ତାହ ଅର୍ଥାତ ୨୫ରୁ ୩୧ତାରିଖ ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର (ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ସଂଲଗ୍ନ)ରେ ପୁନର୍ବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପ…
Read More » -
ସରିଲା ୱାଇ.ବି ଖୁରାନିଆଙ୍କ କାର୍ଯ୍ୟକାଳ
ଭୁବନେଶ୍ବର : ସରିଲା ପୁଲିସ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକାଳ। ଦୁଇବର୍ଷର କାର୍ଯ୍ୟକାଳରେ ଶ୍ରୀ ଖୁରାନିଆଙ୍କ ପାଇଁ ଅନେକ ଆହ୍ବାନ ଥିଲା। ନୂଆ ସରକାରରେ ଆଇନଶୃଙ୍ଖଳା…
Read More »