ଦେଶ ବିଦେଶ
-
Ajit Doval: ଭାରତ-ଚୀନ୍ ୨୫ତମ ସୀମା ଆଲୋଚନା ପାଇଁ ବେଜିଂରେ ପହଞ୍ଚିଲେ ଡୋଭାଲ
ବେଜିଂ: ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଏବେ ୨ ଦିନିଆ ଚୀନ୍ ଗସ୍ତରେ ଅଛନ୍ତି। ଭାରତ-ଚୀନ୍ ସୀମା ସଂକ୍ରାନ୍ତରେ ୨୫ତମ ସ୍ବତନ୍ତ୍ର ପ୍ରତିନିଧି (ଏସ୍ଆର)-ସ୍ତରୀୟ ଆଲୋଚନାରେ ଭାଗ ନେବା ପାଇଁ…
Read More » -
ସଂରକ୍ଷଣକୁ ବିରୋଧ କରୁଥିବା ଲୋକଙ୍କୁ ଦେଶଦ୍ରୋହ ମାମଲା ସାମ୍ନା କରିବାକୁ ପଡିବ: ଅଠାୱଲେ
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ ସଂରକ୍ଷଣକୁ ଏକ ସାମ୍ବିଧାନିକ ଅଧିକାର ବୋଲି ଦାବି କରି ଏହାକୁ ବିରୋଧ କରୁଥିବା କିମ୍ବା ଉଚ୍ଛେଦ କରିବାକୁ ଚାହୁଁଥିବା ଲୋକଙ୍କ ବିରୋଧରେ ଦେଶଦ୍ରୋହ…
Read More » -
JPSC exam: ସୁପ୍ରିମକୋର୍ଟରେ ପହଞ୍ଚିଲା ଜେପିଏସ୍ସି ପରୀକ୍ଷା ଗଡ଼ବଡ଼ି ମାମଲା
ନୂଆଦିଲ୍ଲୀ:ଝାଡ଼ଖଣ୍ଡକମ୍ବାଇନ୍ ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା ୨୦୨୫ ରେ ହୋଇଥିବା ଅନିୟମିତତାର ଏକ ନିରପେକ୍ଷ, ସମୟ-ସୀମାବଦ୍ଧ ସିବିଆଇ ତଦନ୍ତ ଦାବି କରୁଥିବା ଏକ ଆବେଦନ ଉପରେ ସୋମବାର…
Read More » -
Pension plan: ନିର୍ମାଣ ଶ୍ରମିକଙ୍କ ପାଇଁ ପେନସନ ଯୋଜନା ଆଣିବ ଇପିଏଫଓ
ନୂଆଦିଲ୍ଲୀ: ଦେଶର ନିର୍ମାଣ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ବଳୟ ମଧ୍ୟରେ ଆଣିବା ଲାଗି ବଡ଼ ପଦକ୍ଷେପ ନେବାକୁ ଯାଉଛି କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ)। ପ୍ରସ୍ତାବିତ ଇପିଏଫଓ ୩.୦…
Read More » -
Piyush Goyal: ୯ଟି ଦେଶ ସହ ମୁକ୍ତ ବାଣିଜ୍ୟ ରାଜିନାମା ଆଲୋଚନା
ଟୋକିଓ: ବିଶ୍ୱ ବାଣିଜ୍ୟର ପ୍ରାୟ ୭୫ ପ୍ରତିଶତକୁ ମୁକ୍ତ ବାଣିଜ୍ୟ ଚୁକ୍ତି ଅଧୀନରେ ଆଣିବା ଲକ୍ଷ୍ୟ ରଖିଛି ଭାରତ। ଏଥିପାଇଁ ଆଉ ୮-୯ଟି ଦେଶ ଗୋଷ୍ଠୀ ଓ…
Read More » -
ଭେଣ୍ଟିଲେଟରରୁ ନିଆଁ ଲାଗି ପୋଡି ଗଲେ ୩ ନବଜାତ
ମୁୁମ୍ବାଇ: ହସ୍ପିଟାଲ ନିଆଁରେ ଚାଲିଗଲା ୩ ନବଜାତଙ୍କ ଜୀବନ। ଏଭଳି ଛାତିଥରା ଘଟଣା ମହାରାଷ୍ଟ୍ରର ଅମରାବତୀରୁ ସାମ୍ନାକୁ ଆସିଛି। ସୋମବାର ସକାଳେ ମହାରାଷ୍ଟ୍ରର ଅମରାବତୀରେ ଥିବା ଜିଲ୍ଲା…
Read More » -
କମ୍ପାନୀ ଶୁଣିଲାନି ; କାର୍କୁ ଶୋ’ ରୁମ ଯାଏ ଟାଣିନେଲା ବଳଦ
ମୋଗା : ଗାଡ଼ିରେ ପଶୁଙ୍କୁ ବୋହି ନିଆଯାଉଥିବାର ଦୃଶ୍ୟ ସମସ୍ତେ ଦେଖିଛନ୍ତି। ହେଲେ ପଞ୍ଜାବ ମୋଗାେର ବିପରୀତ ଘଟଣା ଘଟିଛି। ଏକ ନୂଆ କାରକୁ ବଳଦ ଟାଣି…
Read More » -
ପ୍ରତିରକ୍ଷା ଚୁକ୍ତି ଆଳରେ ଅସ୍ତ୍ରଶସ୍ତ୍ର ଠୁଳ କରୁଛି ପାକିସ୍ତାନ
ଇସଲାମାବାଦ : ପ୍ରତିରକ୍ଷା ଚୁକ୍ତି ଆଳରେ ପାକିସ୍ତାନ ଅସ୍ତ୍ରଶସ୍ତ୍ର ଠୁଳ କରୁଛି। ସାଉଦି ଆରବ ଓ ତୁର୍କୀଠାରୁ ଡ୍ରୋନ ଓ ଅନ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆଣୁଛି। ଏହି…
Read More » -
ଏନଡିଏ ଶାସିତ ରାଜ୍ୟରେ କାର୍ଯ୍ୟକାରୀ ହେବ ; ‘ଏକ ଦେଶ ଏକ ନିର୍ବାଚନ’ !
ନୂଆଦିଲ୍ଲୀ : ‘ଏକ ଦେଶ ଏକ ନିର୍ବାଚନ’ ବିଲ୍ ଉପରେ ସଂସଦର ମିଳିତ କମିଟି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଯୋଗାଯୋଗରେ ରହିଛି। ଏ ନେଇ ଆଲୋଚନା…
Read More » -
Rain in Odisha: ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳ ବୃଦ୍ଧି, ବିଦ୍ୟୁତ ଉତ୍ପାଦନ କମିଲା
ନବରଙ୍ଗପୁର (ସୁରେଶ ନାଇଡୁ): ପ୍ରବଳ ବର୍ଷାରେ ବେହାଲ ନବରଙ୍ଗପୁର ଜିଲ୍ଲା। ଦିନକରେ ଜିଲ୍ଲାରେ ୯୯୬.୩ମିମି ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷା ଫଳରେ ଜିଲ୍ଲାର ପ୍ରମୁଖ ନଦୀ ଇନ୍ଦ୍ରାବତୀ, ଭାସ୍କେଲ ସହ ଛୋଟ…
Read More »