ଦେଶ ବିଦେଶ
-
Threat Letter: କାଶ୍ମୀର ପଣ୍ଡିତ ପରିବାରଙ୍କୁ ନୂଆ ଧମକ: ଚିଠିରେ ନାମ, ଘର ଠିକଣା ଏବଂ ରାସ୍ତା ନମ୍ବର ମଧ୍ୟ ଉଲ୍ଲେଖ
ଶ୍ରୀନଗର: କାଶ୍ମୀର ପଣ୍ଡିତ କର୍ମଚାରୀମାନଙ୍କୁ ପୁଣି ଥରେ ଧମକ ଦିଆଯାଇଛି। ଏଥର ଧମକପୂର୍ଣ୍ଣ ଚିଠିରେ ଟାର୍ଗେଟ କରାଯାଇଥିବା ବ୍ୟକ୍ତିବିଶେଷଙ୍କ ନାମ,ଘର ଠିକଣା ଏବଂ ରାସ୍ତା ନମ୍ବର ମଧ୍ୟ ଉଲ୍ଲେଖ କରାଯାଇଥିବା ଜଣାପଡ଼ିଛି।…
Read More » -
Landslide: ବାଦଲ ଫଟା ବର୍ଷା ପରେ ଗିନିରେ ଭୂସ୍ଖଳନ: ଅଳିଆ ପାହାଡ ତଳେ ପୋତି ହୋଇ ୩୦ ମୃତ
କୋନାକ୍ରି: ଗିନିର ରାଜଧାନୀ କୋନାକ୍ରିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଲଗାତାର ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଏକ ଅଳିଆ ପାହାଡ଼ ଧସି ପଡ଼ିବାରୁ ୩୦ ଜଣଙ୍କର ମୃତ୍ୟୁ ଘଟିଛି।…
Read More » -
Iran Oil Exports: ବୁନ୍ଦାଏ ବି ତେଲ ଛାଡିବୁ ନାହିଁ: ଆମେରିକାକୁ ନାଲି ଆଖି ଦେଖାଇଲା ଇରାନ
ତେହେରାନ:ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା କମିବାର କୌଣସି ସଙ୍କେତ ଦେଖାଯାଉନାହିଁ। ହର୍ମୁଜ୍ ପ୍ରଣାଳୀରେ ଆକ୍ରମଣ ବନ୍ଦ ହୋଇଥିଲେ ମଧ୍ୟ ଉଭୟ ପକ୍ଷରୁ ଲଗାତାର ବୟାନବାଜି ଜାରି ରହିଛି। ଫଳରେ ଉପସାଗରରେ ଉତ୍ତେଜନା ବୃଦ୍ଧି…
Read More » -
Gas Leak: ନାଗପୁରର ଗୋଧନିରେ କ୍ଲୋରିନ୍ ଗ୍ୟାସ୍ ଲିକ୍: ନିଶ୍ୱାସ ନେବାରେ ସମସ୍ୟା ଯୋଗୁଁ ୪୦ ହସ୍ପିଟାଲରେ ଭର୍ତ୍ତି, ୬ ଗୁରୁତର ଆଇସିୟୁରେ
ନାଗପୁର: ମହାରାଷ୍ଟ୍ରର ନାଗପୁରର ଗୋଧନି ଅଞ୍ଚଳରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଗୋଧନି ଜଳ ବିଶୋଧନାଗାରରୁ କ୍ଲୋରିନ୍ ଗ୍ୟାସ୍ ଲିକ୍ ହେଉଥିବା ସୂଚନା ମିଳିଛି। ଏହି ଗ୍ୟାସ୍ ଲିକ୍ ଯୋଗୁଁ ୪୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି…
Read More » -
Imran Khan: ଇମ୍ରାନଙ୍କ ଚିକିତ୍ସା ଲାଗି କପିଳ,ଗାଭାସ୍କରଙ୍କ ସମେତ ୨୧ ପୂର୍ବତନ ଅଧିନାୟକଙ୍କ ଚିଠି
ନୂଆଦିଲ୍ଲୀ: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ୧୯୯୨ ବିଶ୍ୱକପ୍ ବିଜେତା ଅଧିନାୟକ ଇମ୍ରାନ ଖାଁଙ୍କୁ ଉପଯୁକ୍ତ ଚିକିତ୍ସା ଓ ମାନବୀୟ ସୁବିଧା ଯୋଗାଇଦେବାକୁ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଛନ୍ତି ୨୧ ଜଣ…
Read More » -
Massive Fire: ଅମରାବତୀ ହସ୍ପିଟାଲର SNCUରେ ଭୟଙ୍କର ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଯେଉଁଠି ନୂଆ ଜୀବନ ପାଇଁ ଲଢ଼ୁଥିଲେ ନିରୀହ ନବଜାତ ଶିଶୁ, ସେହି ହସ୍ପିଟାଲର SNCU ୱାର୍ଡରେ ଭୋର ସମୟରେ ଘଟିଲା ଭୟଙ୍କର ଅଗ୍ନିକାଣ୍ଡ। ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ମହିଳା ହସ୍ପିଟାଲରେ…
Read More » -
Bhubaneswar airport: ଲିଜ୍ରେ ଦିଆଯିବ ଭୁବନେଶ୍ବର ବିମାନବନ୍ଦର: କେନ୍ଦ୍ରର ମଞ୍ଜୁରି, କର୍ଣ୍ଣାଟକର ହୁବଲି ସହ ଯୋଡ଼ିହେଲା
ନୂଆଦିଲ୍ଲୀ/ଭୁବନେଶ୍ବର: ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଘରୋଇକରଣ ବାଟ ଫିଟିଛି। ଏହାକୁ ଲିଜ୍ ସୂତ୍ରରେ ଦେବା ସମ୍ପର୍କିତ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଦେଶରେ ଥିବା ମୋଟ୍…
Read More » -
POK: ପିଓକେକୁ ନର୍କ କରିଛି ପାକିସ୍ତାନ: ଜାତିସଂଘକୁ ଚିଠି ଲେଖିଲେ ବ୍ରିଟେନ ସାଂସଦ
ଲଣ୍ଡନ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଜନସାଧାରଣଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ଏବଂ ନର୍କ ସଦୃଶ ହୋଇପଡ଼ିଛି ବୋଲି ବ୍ରିଟେନର ସାଂସଦମାନେ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳରେ ପାକିସ୍ତାନ ସରକାର…
Read More » -
Seikh Hasina: ଶେଖ ହସିନା ପ୍ରସଙ୍ଗରେ ବଢୁଛି ମତଭେଦ: ଅନିଶ୍ଚିତତାରେ ତାରିକ ରହମାନଙ୍କ ଭାରତ ଗସ୍ତ
ନୂଆଦିଲ୍ଲୀ: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ପ୍ରସ୍ତାବିତ ଭାରତ ଗସ୍ତକୁ ନେଇ ଅନିଶ୍ଚିତତା ବଢ଼ିଛି। ଅଗଷ୍ଟ ତୃତୀୟ ସପ୍ତାହରେ ତାଙ୍କ ନୂଆଦିଲ୍ଲୀ ଗସ୍ତ ପାଇଁ ପ୍ରସ୍ତୁତି ଆଗେଇଥିବା ଖବର ଆସିଥିଲା। ଏପରିକି…
Read More » -
JantarMantar: ଯନ୍ତର ମନ୍ତରରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନକୁ ମିଳିଲାନି ଅନୁମତି: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା ଦିଲ୍ଲୀ ପୁଲିସ
ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତର ମନ୍ତରଠାରେ ଆୟୋଜନ ହେବାକୁ ଥିବା ସଂରକ୍ଷଣ ବିରୋଧୀ ଗଣ-ଆନ୍ଦୋଳନ ଏବଂ ବିକ୍ଷୋଭ ପ୍ରଦର୍ଶନକୁ ଦିଲ୍ଲୀ ପୁଲିସ ଅନୁମତି ଦେବାକୁ ସ୍ପଷ୍ଟ ମନା କରିଦେଇଛି। ସୁରକ୍ଷା ବ୍ୟବସ୍ଥା ଏବଂ ଆଇନ ଶୃଙ୍ଖଳା…
Read More »