ଦେଶ ବିଦେଶ
-
Naxal remark: ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ନେତାମାନଙ୍କୁ ‘ଦିମାଗୀ ନକ୍ସଲ’ କହିନାହାନ୍ତି: କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ନକ୍ସଲ ମାନସିକତା’ ସମ୍ପର୍କିତ ମନ୍ତବ୍ୟକୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ କରାଯାଉଥିବା ସମାଲୋଚନା ଉପରେ ରବିବାର କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଜବାବ ରଖିଛନ୍ତି।…
Read More » -
Himant Biswasarma: ହିମନ୍ତ ବିଶ୍ୱଶର୍ମାଙ୍କୁ ହତ୍ୟା ଧମକ: ମୁଖ୍ୟ ଅଭିଯୁକ୍ତ ଗିରଫ, ବାପା ଓ ଭାଇ ହାଜତରେ
ମୋରିଗାଁ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ ଦେବା ଅଭିଯୋଗରେ ମୋରିଗାଁ ଜିଲ୍ଲା ପୁଲିସ ମୁଖ୍ୟ ଅଭିଯୁକ୍ତ ଅବଦୁଲ ମୁତାଲେବଙ୍କୁ ଗିରଫ କରିଛି। ଏହି ମାମଲାରେ ତାଙ୍କ ବାପା ଅବଦୁଲ…
Read More » -
Tista: ତିସ୍ତା ନେଇ ଉଚ୍ଚସ୍ତରୀୟ କମିଟି ଗଠନ କଲା ଭାରତ, ଚୀନ୍ର ଭୂମିକା ମଧ୍ୟରେ ବଢ଼ିଲା ଗୁରୁତ୍ବ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ତିସ୍ତା ବ୍ୟାରେଜ୍ ପ୍ରକଳ୍ପର ପୁନରୁଦ୍ଧାର ଓ ଭବିଷ୍ୟତ ପରିଚାଳନା ନେଇ ଭାରତ ସରକାର ଏକ ୧୨ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ତିସ୍ତା ନଦୀ ପରିଚାଳନା ପାଇଁ ବାଂଲାଦେଶର ଯୋଜନାରେ…
Read More » -
Ajit Doval: ‘ଅପରେସନ୍ ସିନ୍ଦୂର’କୁ ନେଇ ଅଜିତ ଡୋଭାଲଙ୍କ ବଡ଼ ଖୁଲାସା, ପାତାଳରୁ ବି ଖୋଜି ମାରିବାକୁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପହଲଗାମରେ ଯେତେବେଳେ ଆତଙ୍କବାଦୀମାନେ ନିରୀହ ପର୍ଯ୍ୟଟକଙ୍କ ରକ୍ତ ବହାଇଲେ, ସେତେବେଳେ ସାରା ଦେଶ କ୍ରୋଧରେ ଜଳିଉଠିଥିଲା । ଉଲ୍ଲେଖଯୋଗ୍ୟ, ଡିସ୍କଭରିର ଏକ ନୂତନ ଡକ୍ୟୁମେଣ୍ଟାରିରେ ଜାତୀୟ…
Read More » -
Keralam: କେରଳମ୍ରେ ବିଜେପିକୁ ବଡ଼ ଝଟ୍କା: ବିଜେପି ସଦସ୍ୟତା ଓ ରାଜ୍ୟ ଉପସଭାପତି ପଦ ଛାଡ଼ିଲେ ଅଭିନେତା ଦେବନ
ଆଲାପୁଝା: କେରଳମ୍ରେ ବିଜେପିକୁ ଏକ ବଡ଼ ଝଟକା ଲାଗିଛି। ଅଭିନେତା ଏସ୍. ଦେବନ ରବିବାର କାନାଚିକୁଲାଙ୍ଗରା ଦେବୀ ମନ୍ଦିରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେରଳମ୍ ବିଜେପି ରାଜ୍ୟ ଉପସଭାପତି ପଦ ଓ…
Read More » -
NALSAR: ନାଲସାର ପ୍ରଭାବ: ଏନ୍ଏଲ୍ଏସ୍ଆଇୟୁରେ ମଧ୍ୟ ସିଜେଆଇଙ୍କୁ ଅତିଥି କରିବାକୁ ବିରୋଧ
ବେଙ୍ଗାଲୁରୁ: ହାଇଦ୍ରାବାଦର ନାଲସାର ବିଶ୍ବବିଦ୍ୟାଳୟରେ ଚାଲିଥିବା ବିବାଦର ପ୍ରଭାବ ଏବେ ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ୍ ଲ’ ସ୍କୁଲ୍ ଅଫ୍ ଇଣ୍ଡିଆ ୟୁନିଭର୍ସିଟି (ଏନ୍ଏଲ୍ଏସ୍ଆଇୟୁ)ରେ ମଧ୍ୟ ପହଞ୍ଚିଛି। ଏନ୍ଏଲ୍ଏସ୍ଆଇୟୁର ଛାତ୍ର ଓ ପୁରାତନ…
Read More » -
CAG: ପିଇବା ପାଣିରେ ଜୀବାଣୁ, ଦୁର୍ଗନ୍ଧମୟ ଶୌଚାଳୟ: ପ୍ରମୁଖ ରେଳ ଷ୍ଟେସନର ସ୍ବଚ୍ଛତା ଓ ଯାତ୍ରୀ ସୁବିଧାକୁ ନେଇ ସିଏଜି ରିପୋର୍ଟରେ ସାଂଘାତିକ ତଥ୍ୟ
ନୂଆଦିଲ୍ଲୀ: ଦେଶର ବଡ଼ ବଡ଼ ରେଳ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଉପଲବ୍ଧ ପାଣି, ଶୌଚାଳୟ ଓ ଅନ୍ୟାନ୍ୟ ସୁବିଧାର ଦୁର୍ବଳ ସ୍ଥିତି ସାମ୍ନାକୁ ଆସିଛି। ଅଗଷ୍ଟ ୧୨ରେ ସଂସଦରେ ଉପସ୍ଥାପିତ ନିୟନ୍ତ୍ରକ…
Read More » -
Farmer Protest: ପଞ୍ଜାବ-ହରିୟାଣା ସୀମାରେ ଚାଷୀଙ୍କୁ ରୋକିବାକୁ କଡ଼ା ସୁରକ୍ଷା ବ୍ୟବସ୍ଥା
ଚଣ୍ଡୀଗଡ଼: କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ଓ ଋଣ ଛାଡ଼ ଆଦି ଦାବି ନେଇ ଦିଲ୍ଲୀ ଅଭିମୁଖେ ୨୨୮ କିମି ଦୀର୍ଘ ପଦଯାତ୍ରା ଆରମ୍ଭ କରିବାକୁ ଚାଷୀମାନେ ପ୍ରସ୍ତୁତ…
Read More » -
Vande Mataram: ‘ବନ୍ଦେ ମାତରମ୍’ ଗାଇ ନ ଥିବାରୁ କେରଳ ସରକାରଙ୍କୁ ବିଜେପିର ତୀବ୍ର ପ୍ରତିବାଦ
ତିରୁଅନନ୍ତପୁରମ୍: ସ୍ବାଧୀନତା ଦିବସରେ କେରଳ ସରକାରଙ୍କ ସରକାରୀ ସମାରୋହରେ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଗାନ କରାଯାଇ ନ ଥିବାରୁ ବିବାଦ ତୀବ୍ର ହୋଇଛି। ଏହାକୁ ନେଇ ବିଜେପି ଶାସକ…
Read More » -
Birthday: ମହାରାଷ୍ଟ୍ରରେ ମଲା ଝିଟିପିଟି ପଡ଼ିଥିବା ଜନ୍ମଦିନ କେକ୍ ଖାଇ ୭ ଶିଶୁଙ୍କ ସମେତ ୧୧ ଅସୁସ୍ଥ
ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ମଲା ଝିଟିପିଟି ପଡ଼ିଥିବା ଏକ ଜନ୍ମଦିନ କେକ୍ ଖାଇବା ପରେ ୭ ଜଣ ଶିଶୁଙ୍କ ସମେତ ୧୧ ଜଣ ଲୋକ ଅସୁସ୍ଥ ହୋଇ ହସ୍ପିଟାଲରେ…
Read More »