ଦେଶ ବିଦେଶ
-
Tarique Rahman India Visit: ବାଂଲାଦେଶର ୨ ସର୍ତ୍ତ, ହସିନାଙ୍କ ପ୍ରତ୍ୟର୍ପଣ ଦାବି
ନୂଆଦିଲ୍ଲୀ: ବାଂଲାଦେଶ ପୁଣିଥରେ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ସମ୍ଭାବ୍ୟ ଭାରତ ଗସ୍ତ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ଅନ୍ୟ ପଳାତକ ଅପରାଧୀଙ୍କ ପ୍ରତ୍ୟର୍ପଣ କଥା ଉଠାଇଛି,…
Read More » -
Gang rape: ତ୍ରିପୁରାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ
ଅଗରତାଲା: ତ୍ରିପୁରାର ଗୋମତୀ ଜିଲ୍ଲାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ତ୍ରିପୁରା ପୁଲିସ ୨ ଜଣଙ୍କୁ ଗିରଫ କରିଥିବାବେଳେ ୪ ଜଣ ନାବାଳକଙ୍କୁ ଅଟକ ରଖିଛି। ପ୍ରାପ୍ତବୟସ୍କ ସନ୍ଦିଗ୍ଧଙ୍କୁ ୧୪…
Read More » -
Dead: ମୁମ୍ବାଇରେ ନୌସେନା ନାବିକ, ସ୍ତ୍ରୀ ଓ ଦୁଇ ପିଲାଙ୍କ ମୃତ୍ୟୁ
ମୁମ୍ବାଇ: ନୌସେନାର ଜଣେ ନାବିକ, ତାଙ୍କ ସ୍ତ୍ରୀ ଓ ଦୁଇ ଛୋଟ ପିଲାଙ୍କୁ ସେମାନଙ୍କ ମୁମ୍ବାଇ ଘରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ପ୍ରାଥମିକ ତଦନ୍ତରୁ ନାବିକଙ୍କର ମୃତ୍ୟୁ ଆତ୍ମହତ୍ୟା ଯୋଗୁ…
Read More » -
Half the land was flooded: ଅଡ଼ୁଆ କଲା ବଡ଼ବର୍ଷା: ଅଧା ଜମି ପଡ଼ିଆ, ଆଠମଲ୍ଲିକରେ ସ୍ଥିତି ସଙ୍ଗିନ
ଅନୁଗୋଳ: ଆରମ୍ଭରୁ ବର୍ଷା ହେଲାନି। ଦରକାର ବେଳେ ଜମି ଶୁଖିଲା ପଡ଼ିଲା। ଆଉ ଚାଷବାସ ଆରମ୍ଭ କଲା ବେଳକୁ ଏମିତି ବର୍ଷା ହେଲା ଯେ, ଜମିକୁ ପଶି ହେଲାନି। ଏଥିପାଇଁ…
Read More » -
Chamoli Tunnel: ଚାମୋଲି ଟନେଲରେ ଭୟଙ୍କର ଅଘଟଣ: ଭୂସ୍ଖଳନରେ ୯ ଶ୍ରମିକଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ପାହାଡ଼ ଭିତରେ ଚାଲିଥିଲା ନିର୍ମାଣ କାମ। ହଠାତ୍ ଗର୍ଜନ ସହ ଖସିଲା ମାଟି ଓ ମଲବା, ଟନେଲ ଭିତରକୁ ମାଡ଼ିଆସିଲା ପାଣି। କିଛି ମୁହୂର୍ତ୍ତ ମଧ୍ୟରେ ଆନ୍ଧାର ଟନେଲ…
Read More » -
Government: ସୁପ୍ରିମକୋର୍ଟରେ ଅପଦସ୍ଥ ହେଲେ ସରକାର: ଡିଜିପି ଚୟନରେ ରୋକ୍, ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି
ଭୁବନେଶ୍ବର/ନୂଆଦିଲ୍ଲୀ: ଶେଷରେ ପୁଲିସ ଡିଜି ଚୟନ ପ୍ରକ୍ରିୟା ଆଇନଗତ ବିବାଦରେ ଛନ୍ଦି ହୋଇଗଲା। ୟୁପିଏସ୍ସି ଆଜି ନିଜ ତରଫରୁ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଯେ କୋର୍ଟ ସ୍ପଷ୍ଟ ଆଭିମୁଖ୍ୟ ନ…
Read More » -
Judgement: ୪୫୪ ଫାର୍ମାସି ଅଫିସରଙ୍କ ନିଯୁକ୍ତି ଉପରେ ରୋକ୍ ଲଗାଇଲେ ପଞ୍ଜାବ ହାଇକୋର୍ଟ
ନୂଆଦିଲ୍ଳୀ: ପଞ୍ଜାବରେ ୪୫୪ ଜଣ ଫାର୍ମାସି ଅଫିସରଙ୍କ ନିଯୁକ୍ତି ଉପରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରୋକ୍ ଲଗାଇଛନ୍ତି। ଜୁଲାଇ ୧୯ରେ ହୋଇଥିବା ପରୀକ୍ଷାକୁ ନେଇ ଠକେଇ ରୢାକେଟ୍ ବିବାଦ…
Read More » -
Parliament: ସଂସଦ ବାହାରେ ଏନ୍ଡିଏ-ଇଣ୍ଡିମେଣ୍ଟ ସାଂସଦ ମୁହାଁମୁହିଁ; ଝାଡ଼ଖଣ୍ଡ ପ୍ରତିବାଦ ଓ ରାମମନ୍ଦିର ଦାନ ପ୍ରସଙ୍ଗରେ ନାରାବାଜି
ନୂଆଦିଲ୍ଲୀ, ୧୩/୮: ଝାଡ଼ଖଣ୍ଡରେ ଚାକିରି ଆଶାୟୀ ଛାତ୍ରଙ୍କ ପ୍ରତିବାଦ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ଓ ଅଯୋଧ୍ୟା ରାମମନ୍ଦିର ଦାନ ଅର୍ଥ ଚୋରି ଅଭିଯୋଗକୁ ନେଇ ଗୁରୁବାର ସଂସଦର…
Read More » -
FIR: ୬୦୦ ଆନ୍ଦୋଳନକାରୀଙ୍କ ବିରୋଧରେ ମାମଲା ରୁଜୁ
ରାଞ୍ଚି: ଝାଡ଼ଖଣ୍ଡର ରାଞ୍ଚିରେ ବିଧାନସଭା ଅଭିମୁଖେ ଶୋଭାଯାତ୍ରା କରିବା ମାମଲାରେ ପୁଲିସ ୬୦୦ ଆନ୍ଦୋଳନକାରୀଙ୍କ ବିରୋଧରେ ଏକ ଏଫ୍ଆଇଆର ରୁଜୁ କରିଛି। ଏହି ମାମଲାରେ ୧୦୦ ଜଣ ଆନ୍ଦୋଳନକାରୀଙ୍କ ନାମ…
Read More » -
Assam-Arunachal Border: ଆସାମ-ଅରୁଣାଚଳ ସୀମାରେ ପୁଣି ସଂଘର୍ଷ, ଭିଡ଼ ହଟାଇବାକୁ ପୁଲିସର ଫାଙ୍କା ଗୁଳିଚାଳନା
ଗୁଆହାଟୀ : ଅନିର୍ଦ୍ଦିଷ୍ଟକାଳୀନ ଆର୍ଥିକ ଅବରୋଧ ଦ୍ବିତୀୟ ଦିନରେ ପହଞ୍ଚିଥିବା ବେଳେ ଗୁରୁବାର ଆସାମ-ଅରୁଣାଚଳ ପ୍ରଦେଶ ସୀମାରେ ପୁଣି ସଂଘର୍ଷ ଘଟିଛି । ଆସାମର ଧେମାଜି ଜିଲ୍ଲାର…
Read More »