ଜିଲ୍ଲା
-
Susant Sahu: କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ମାମଲା, ଏତଲାରେ ନଥିଲା ମୃତ ସୁଶାନ୍ତ ସାହୁଙ୍କ ନାଁ
ବ୍ରହ୍ମପୁର: କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁମାମଲା। ଏତଲାରେ ନଥିଲା ମୃତ ସୁଶାନ୍ତ ସାହୁଙ୍କ ନାଁ। ଗତ ୨୦ ତାରିଖରେ ପୁଲିସ ଟିମ ଉପରେ ଆକ୍ରମଣ ନେଇ ନିଜେ ଆଇପିଏସ ନୀତେଶ…
Read More » -
Young Man Death: ପୁଲିସ ମାଡ଼ରେ ଦିବ୍ୟାଙ୍ଗ ଯୁବକ ମୃତ, ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ
ବ୍ରହ୍ମପୁର: ଗଞ୍ଜାମଜିଲ୍ଲା କବିସୂର୍ଯ୍ୟନଗର ଥାନା ହାଜତରେ ପୁଲିସର ନିର୍ଘାତ ମାଡ଼ରେ ଜଣେ ଦିଵ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ଅଭିଯୋଗକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ମୃତକ ଜଣକ ହେଲେ ସୁବଳୟା ଗ୍ରାମର ସୁଶାନ୍ତ ସାହୁ…
Read More » -
ଜନଅଭିଯୋଗ ଶୁଣାଣିରେ ବରିଷ୍ଠ ନାଗରିକ ତଥା ପୂର୍ବତନ ସାଂସଦଙ୍କୁ ଅସମ୍ମାନ, ଜିଲ୍ଲାପାଳଙ୍କୁ ଚୌକି ଉପହାର ଦେଲେ କିଛି ସଂଗଠନ
ବଲାଙ୍ଗିର ୧।୬: ବଲାଙ୍ଗିରର ବରିଷ୍ଠ ନାଗରିକ ତଥା ପୂର୍ବତନ ସାଂସଦ ବାଲଗୋପାଲ ମିଶ୍ରଙ୍କୁ ଜନଅଭିଯୋଗ ଶୁଣାଣି ସମୟରେ ଛିଡା କରି କଥା ହେବା ଓ ଚୌକି ଖଣ୍ଡିଏ…
Read More » -
Death: ବୈଶିଙ୍ଗା-ରୁପ୍ସା ରାସ୍ତାରେ ମର୍ମନ୍ତୁଦ ବାଇକ ଦୁର୍ଘଟଣା: ଶିକ୍ଷକ ମୃତ, ଜଣେ ଗୁରୁତର
ବେତନଟୀ: ସୋମବାର ସକାଳୁ ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା-ରୁପ୍ସା ରାସ୍ତାର ମୁନିଲାଲ ହାଇସ୍କୁଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଯୁଗପୁରା ଗ୍ରାମର ଜଣେ ଲୋକପ୍ରିୟ…
Read More » -
Forests: ଖଣି ପାଇଁ ହେକ୍ଟର ହେକ୍ଟର ଜଙ୍ଗଲ ବଳି, ବଦଳିଲାଣି ଜଳବାୟୁ
କୋଇଡା: ପ୍ରଥମଥର ପାଇଁ କୋଇଡା ଖଣି ଅଞ୍ଚଳ ପାରଦ ୪୫ଂ ସେଲ୍ସିୟସକୁ ଛୁଇଁଚି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୁଚନାଯାୟୀ ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ମଧ୍ୟରେ ଝାରସୁଗୁଡା ୪୫.୨ ରହିଥିବା…
Read More » -
Rourkela Airport: ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥାଭାବେ ଉଡ଼ୁ ଏଟିଆର୍-୭୨: ସବୁ ମହଲରୁ ଦାବି ଜୋର୍ ଧରୁଛି
ରାଉରକେଲା: ରାଉରକେଲା ବିମାନବନ୍ଦରର ସମ୍ପ୍ରସାରଣ ପାଇଁ ଯଦିଓ ପ୍ରକ୍ରିୟା ଆରମ୍ଭ ହୋଇଛି, କିନ୍ତୁ ଏହା ବେଗ ଧରିପାରୁନି। ସମ୍ପ୍ରସାରଣ ପାଇଁ ଆବଶ୍ୟକ ଜମି ହସ୍ତାନ୍ତର ଓ ବ୍ୟାପକ ନିର୍ମାଣ କାର୍ଯ୍ୟ…
Read More » -
Encounter At Berhampur: ବ୍ରହ୍ମପୁରରେ ଆଉ ଏକ ଏନକାଉଣ୍ଟର୍: ପୁଲିସ ଏନକାଉଣ୍ଟରରେ ଜଗା ଆହତ
ବ୍ରହ୍ମପୁର: ବ୍ରହ୍ମପୁର ପୁଲିସ ଜିଲ୍ଲାରେ ପୁଣି ଏକ ଏନକାଉଣ୍ଟର୍ ହୋଇଛି।ପୁଲିସ ଗୁଳିରେ ଆହତ ମଙ୍ଗଳା ବେହେରାଙ୍କ ଆକ୍ରମଣକାରୀ ତଥା ଅଭିଯୁକ୍ତ ଜଗା ସାହୁ ଓରଫ ଜଗନ୍ନାଥ ଆହତ ହୋଇଥିବା ଜଣାପଡିଛି। ଅଭିଯୁକ୍ତ…
Read More » -
Return to their original religion: ସ୍ବଧର୍ମକୁ ଫେରିବାକୁ ଆଦିବାସୀଙ୍କ ଅଜବ ପରମ୍ପରା: ସୁଡ଼ଙ୍ଗରେ ପଶିଲେ କାନ୍ଦିକାନ୍ଦି ବାହାରିଲେ
ଦେବକୁଣ୍ଡ/ଉଦଳା-୧: ସ୍ବଧର୍ମକୁ ଫେରିଛନ୍ତି ପରିବାର। ତେବେ ଏଥିପାଇଁ ସମସ୍ତ ସଦସ୍ୟଙ୍କୁ ପାଳନ କରିବାକୁ ପଡ଼ିଛି ଅଦ୍ଭୁତ ଆଦିବାସୀ ପରମ୍ପରା। ଜଣେ ପରେ ଜଣେ ବିଲହିଡ଼ରେ କରାଯାଇଥିବା ସୁଡ଼ଙ୍ଗରେ ପଶିବା…
Read More » -
Berhampur: ବ୍ରହ୍ମପୁରରେ ଅପରାଧୀଙ୍କ ଖୁଲମଖୁଲା ଆତଙ୍କ: ପୁଣି ରାସ୍ତାରେ ଯୁବକଙ୍କୁ ହାଣିଲେ
ବ୍ରହ୍ମପୁର: ସପ୍ତାହକରେ ଦୁଇଟି ଏନ୍କାଉଣ୍ଟର୍। ଅପରାଧୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ନେଇ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଓ ଦକ୍ଷିଣାଞ୍ଚଳ ଆଇଜିଙ୍କ କଡ଼ା ଚେତାବନୀ। ଅପରାଧୀ ନ ସୁଧୁରିଲେ କଠୋରରୁ…
Read More » -
Smoke: ରାଇରଂଗପୁରବାସୀଙ୍କୁ ଚର୍ମରୋଗ ଭୟ, ବିଷାକ୍ତ ଧୂଆଁ ବଢ଼ାଉଛି ଚିନ୍ତା
ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲାରାଇରଙ୍ଗପୁର ପୌରପରିଷଦର ୱାର୍ଡ ନଂ ୭ ଗଢ ନିକଟସ୍ଥ ଫିସାରୀ ଅଫିସ ପାର୍ଶରେ ଥିବା ଅଳିଆ ଗଦାରେ ନିଆଁ ଲଗାଇବାକୁ ବିରୋଧ କରୁଛନ୍ତି ଦୁଇ…
Read More »