ଖେଳ
-
Commonwealth Games: ରାଜ୍ୟଗୋଷ୍ଠୀ କ୍ରୀଡ଼ା: ମୀରାବାଇଙ୍କୁ ହ୍ୟାଟ୍ରିକ୍ ସ୍ବର୍ଣ୍ଣ, ରେକର୍ଡ ସହ ଋଷିକାନ୍ତଙ୍କୁ ରୌପ୍ୟ
ଗ୍ଲାସ୍ଗୋ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଭାରୋତ୍ତୋଳନରୁ ଯୁଗଳ ଖୁସି ମିଳିଛି। ନାମ୍ବାମ୍ ଋଷିକାନ୍ତ ସିଂହ (ପୁରୁଷ ୬୦ କେଜି)ରେ ସ୍ନାଚ୍ରେ ରାଜ୍ୟଗୋଷ୍ଠୀ ରେକର୍ଡ ସହ ରୌପ୍ୟ ପଦକ…
Read More » -
World championships: ସ୍ବର୍ଣ୍ଣ-ରୌପ୍ୟ ସହ ବାଳକ ଓ ବାଳିକାଙ୍କୁ ବିଶ୍ବ ଯୋଗ୍ୟତା
ମସ୍କାଟ୍ (ଓମାନ୍): ଏସୀୟ ଯୁବ ୫ଏସ୍ ହକି ପ୍ରତିଯୋଗିତା ଶନିବାର ଶେଷ ହୋଇଯାଇଛି। ଭାରତର ଉଭୟ ବାଳକ ଓ ବାଳିକା ଦଳ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ…
Read More » -
India won the series 3-0: ଭାରତ ୩-୦ରେ ଶୃଙ୍ଖଳା ଜିତିଲା: ବୈଭବ ମ୍ୟାଚ୍ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି
ହରାରେ: ଆୟର୍ଲାଣ୍ଡ୍ ଓ ଇଂଲଣ୍ଡ ଗସ୍ତରେ ଶୋଚନୀୟ ପରାଜୟ ବରଣ କରିଥିବା ଶ୍ରେୟସ ଆୟରଙ୍କ ଭାରତୀୟ ଟ୍ବେଣ୍ଟି-୨୦ ଦଳ ଜିମ୍ବାୱେ ଗସ୍ତରେ ମୂଲପୋଛ ବିଜୟ ସହ ସମ୍ମାନ ରଖିଛି। ୩…
Read More » -
Rohit Sharma: ରୋହିତଙ୍କ ଇସ୍ତଫାର ପ୍ରଶ୍ନ ଉଠୁନି: ରାଜୀବ ଶୁକ୍ଳା
ନୂଆଦିଲ୍ଲୀ: ‘ହିଟ୍ମ୍ୟାନ’ ଭାବେ ପରିଚିତ ଭାରତୀୟ ଦଳର ବିସ୍ଫୋରକ ବ୍ୟାଟର ରୋହିତ ଶର୍ମାଙ୍କ ଅବସର ନେଇ ଗତି କିଛି ଦିନ ହେଲା କଳ୍ପନାଜଳ୍ପନା ଚାଲିଥିବାବେଳେ ସେ ନେଇ ସ୍ଥିତି ସ୍ପଷ୍ଟ କରିଛନ୍ତି ବିସିସିଆଇ ଉପସଭାପତି…
Read More » -
DSP: ଡିଏସ୍ପି ହେଲେ ଦ୍ରୁତ ବୋଲର ଆକାଶଦୀପ ଓ ମୁକେଶ
ପାଟନା: ଭାରତୀୟ ଦ୍ରୁତ ବୋଲର ଆକାଶଦୀପ ଓ ମୁକେଶ କୁମାର ବିହାର ପୁଲିସ ବିଭାଗରେ ଉପ-ଅଧୀକ୍ଷକ (ଡିଏସ୍ପି) ଭାବେ ନିଯୁକ୍ତି ପାଇଛନ୍ତି। ପାଟନାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ସେମାନଙ୍କୁ…
Read More » -
Anahat Singh: କନିଷ୍ଠ ବିଶ୍ବ ସ୍କ୍ବାସ୍ ଫାଇନାଲ୍ରେ ଅନାହତ: ୨୦୦୫ ପରେ ପ୍ରଥମ ଭାରତୀୟ
ଓନ୍ଟାରିଓ (କାନାଡା):ଭାରତର ଶୀର୍ଷ ତଥା ବିଶ୍ବର ୨୦ ନମ୍ବର ମାନ୍ୟତାପ୍ରାପ୍ତ ସ୍କ୍ବାସ୍ ଖେଳାଳି ଅନାହତ ସିଂହ ଏଠାରେ ଚାଲିଥିବା କନିଷ୍ଠ ବିଶ୍ବ ସ୍କ୍ବାସ୍ ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କରିଛନ୍ତି।…
Read More » -
Kohli Controversy: କୋହଲିଙ୍କ ସହ ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଲେ ହେଡ୍
ନୂଆଦିଲ୍ଲୀ: ଗତ ଆଇପିଏଲ୍ରେ ଭାରତୀୟ ତାରକା ବିରାଟ କୋହଲିଙ୍କ ସହ ହୋଇଥିବା ହ୍ୟାଣ୍ଡସେକ୍ ବିବାଦ ଓ ତାହାକୁ ନେଇ ତାଙ୍କୁ ପତ୍ନୀ ଜେସିକାଙ୍କୁ ମିଳିଥିବା ଧମକକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି…
Read More » -
commonwealth games 2026: କମନୱେଲଥ ଗେମ୍ସରେ ଭାରତକୁ ପ୍ରଥମ ପଦକ ଦେଲେ ଝଣ୍ଡୁ କୁମାର
ନୂଆଦିଲ୍ଳୀ: କମନୱେଲଥ ଗେମ୍ସରେ ଭାରତକୁ ପ୍ରଥମ ପଦକ । ପାରା ପାୱାରଲିଫ୍ଟର ଝଣ୍ଡୁ କୁମାର ଜିତିଲେ ପ୍ରଥମ ପଦକ । କମନୱେଲଥ ଗେମ୍ସ ୨୦୨୬ର ଦ୍ୱିତୀୟ ଦିନରେ ଭାରତର ସବୁଠାରୁ…
Read More » -
ଆଗୁଆ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ
ହରାରେ: ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ବରେ ଭାରତ ପ୍ରଥମ ବିଜୟ ପାଇବା ପରେ ଏବେ ଦଳ ଘରୋଇ ଜିମ୍ବାୱେ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ ଜିତି ଆଗୁଆ…
Read More » -
Cricket Club: ପିଏମ୍ କ୍ରିକେଟ୍ କ୍ଲବ୍ର ଶୁଭାରମ୍ଭ: ମୁଣ୍ଡ ଟେକିଲା ଆଉ ଏକ କ୍ରିକେଟ୍ କ୍ଲବ୍
ଭୁବନେଶ୍ବର: ରସାତଳଗାମୀ ରାଜଧାନୀ କ୍ରିକେଟ୍କୁ ଉପରକୁ ନେବା ପାଇଁ ମୁଣ୍ଡ ଟେକିଛି ଆଉ ଏକ ନୂଆ କ୍ରିକେଟ୍ କ୍ଲବ୍। ହଂସପାଳ ଛକ ନହରକଣ୍ଟାର ଜୟଦେବ କଲେଜ ରୋଡ୍…
Read More »