ଖେଳ
Ranji Trophy: ରଣଜୀ ବେଳେ ‘ଭାରତ-ଏ’ର ବିଦେଶ ଗସ୍ତ ନେଇ ଭେଙ୍ଗସରକାରଙ୍କ ସମାଲୋଚନା
ରଣଜୀ ଟ୍ରଫି ଚାଲିଥିବା ସମୟରେ ‘ଭାରତ-ଏ’ ଦଳକୁ ନ୍ୟୁଜିଲାଣ୍ଡ ଗସ୍ତରେ ପଠାଇବା ନିଷ୍ପତ୍ତିର ସମାଲୋଚନା କରିଛନ୍ତି ପୂର୍ବତନ ଅଧିନାୟକ ଦିଲୀପ ଭେଙ୍ଗସରକାର। ଏହାଦ୍ୱାରା ଦେଶର ଏହି ପ୍ରମୁଖ ଘରୋଇ କ୍ରିକେଟ୍ ପ୍ରତିଯୋଗିତାର ଗୁରୁତ୍ୱ କମୁଥିବା ସେ କହିଛନ୍ତି।

ମୁମ୍ବାଇ: ରଣଜୀ ଟ୍ରଫି ଚାଲିଥିବା ସମୟରେ ‘ଭାରତ-ଏ’ ଦଳକୁ ନ୍ୟୁଜିଲାଣ୍ଡ ଗସ୍ତରେ ପଠାଇବା ନିଷ୍ପତ୍ତିର ସମାଲୋଚନା କରିଛନ୍ତି ପୂର୍ବତନ ଅଧିନାୟକ ଦିଲୀପ ଭେଙ୍ଗସରକାର। ଏହାଦ୍ୱାରା ଦେଶର ଏହି ପ୍ରମୁଖ ଘରୋଇ କ୍ରିକେଟ୍ ପ୍ରତିଯୋଗିତାର ଗୁରୁତ୍ୱ କମୁଥିବା ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ




