ଖେଳ

Football: ଗାଁର ବଣପାହାଡ଼ ପଡ଼ିଆରୁ ରାଜ୍ୟ ସ୍ତରୀୟ ଫୁଟବଲ୍‌ ପ୍ରତିଭା ବାପୁ ସୋରେନ

ଯାଜପୁର ଜିଲ୍ଲା ୧୭ ବର୍ଷରୁ କମ୍‌ ଫୁବବଲ୍‌ ଦଳର ଷ୍ଟ୍ରାଇକର ସୁକିନ୍ଦା ବ୍ଲକ ସାରୁଆବିଲ ନବଘନ ବଳ ମେମୋରିଆଲ ହାଇସ୍କୁଲ ଛାତ୍ର ବାପୁ ସୋରେନଙ୍କ କ୍ରୀଡ଼ା ପ୍ରତିଭାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି।

କାଳିଆପାଣି (ରବି ନାରାୟଣ କର):ଯାଜପୁରଜିଲ୍ଲା ୧୭ ବର୍ଷରୁ କମ୍‌ ଫୁବବଲ୍‌ ଦଳର ଷ୍ଟ୍ରାଇକର ସୁକିନ୍ଦା ବ୍ଲକ ସାରୁଆବିଲ ନବଘନ ବଳ ମେମୋରିଆଲ ହାଇସ୍କୁଲ ଛାତ୍ର ବାପୁ ସୋରେନଙ୍କ କ୍ରୀଡ଼ା ପ୍ରତିଭାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି। କୋରାପୁଟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଷ୍ଟାଡିଅମ୍‌ରେ ଅନୁଷ୍ଠିତ ରାଜ୍ୟ ସ୍କୁଲ ସ୍ତରୀୟ ୧୭ ବର୍ଷରୁ କମ୍‌ ଫୁବବଲ୍‌ ଟୁର୍ନାମେଣ୍ଟ୍‌ର ଲିଗ୍‌ ପର୍ଯ୍ୟାୟରେ ଯାଜପୁର ଦଳ ଶକ୍ତିଶାଳୀ କୋରାପୁଟ ସହିତ ମ୍ୟାଚ୍ ଅମୀମାଂସିତ ରଖିଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button