ଖେଳ
-
India map: ଭାରତ ମାନଚିତ୍ରରେ ‘ଉତ୍ତର ପୂର୍ବ’ ଅଞ୍ଚଳ ନଥିବାରୁ ଲଭ୍ଲୀନାଙ୍କ କ୍ଷୋଭ
ଗ୍ଲାସଗୋ: ରବିବାର ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମୁଷ୍ଟିଯୋଦ୍ଧାମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରି ୧୦ ପଦକ (୭ ସ୍ବର୍ଣ୍ଣ) ଜିତିବା ପରେ ଏକ ରାତ୍ରୀଭୋଜନରେ ଏକାଠି ଉତ୍ସବ…
Read More » -
Nita Football Academy: ନୀତା ଫୁଟ୍ବଲ୍ ଏକାଡେମୀ ଖେଳାଳିଙ୍କୁ ଭବ୍ୟ ସ୍ବାଗତ
ଖୁଣ୍ଟୁଣୀ: ଛତିଶଗଡ଼ର ନାରାୟଣପୁର ଠାରେ ଆୟୋଜିତ ୧୭ ବର୍ଷ ରୁ କମ ବାଳିକା ଯୁବ ଲିଗ୍ର ପ୍ରଥମ ସଂସ୍କରଣରେ ଓଡ଼ିଶାର ନୀତା ଫୁଟ୍ବଲ୍ ଏକାଡେମୀ ଉପ ବିଜେତା ହୋଇ…
Read More » -
Sports: ମୁଷ୍ଟିଯୁଦ୍ଧରେ ଆଧିପତ୍ୟ: ସ୍ବର୍ଣ୍ଣ ଆଶା ଦେଲେ ୫ ମୁଷ୍ଟିଯୋଦ୍ଧା
ଗ୍ଲାସ୍ଗୋ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମୁଷ୍ଟିଯୋଦ୍ଧାଙ୍କ ଆଧିପତ୍ୟଭରା ପ୍ରଦର୍ଶନ ଜାରି ରହିଛି। ଭାରତର ୫ ମୁଷ୍ଟିଯୋଦ୍ଧା ଫାଇନାଲ୍ରେ ପ୍ରବେଶ କରିବା ସହ ଅତିକମରେ ରୌପ୍ୟ ନିଶ୍ଚିତ କରିଛନ୍ତି ଓ…
Read More » -
Hockey jersey color: ହକି ଜର୍ସି ରଙ୍ଗ ବଦଳ ବିବାଦରେ ନୂଆ ମୋଡ଼; ମୋ ସହ କେହି କଥା ହୋଇନଥିଲେ: ଦିଲୀପ ତିର୍କି
ଭୁବନେଶ୍ବର: ଜାତୀୟ ହକି ଦଳର ଜର୍ସି ବଦଳକୁ ନେଇ ଚାଲିଥିବା ବିବାଦ ଏକ ନୂଆ ମୋଡ ନେଇଛି। ଗୁରୁବାର ଏହା ସପକ୍ଷରେ ମତ ରଖିଥିବା ‘ହକି ଇଣ୍ଡିଆ’ ସଭାପତି ଦିଲୀପ…
Read More » -
ଜୁଡୋରୁ ଐତିହାସିକ ଯୁଗଳ ସ୍ବର୍ଣ୍ଣ: ନୀରଜଙ୍କୁ ରୌପ୍ୟ, ୟଶବୀରଙ୍କୁ କାଂସ୍ୟ
ଗ୍ଲାସ୍ଗୋ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ସ୍ବର୍ଣ୍ଣିମ ସଫଳତା ଆଣିଛନ୍ତି ଜୁଡୋକା ଅସ୍ମିତା ଦେ ଓ ହର୍ଷ ସିଂହ। ଉଭୟ ଜୁଡୋକା ଲଢୁଆ ପ୍ରଦର୍ଶନ କରି…
Read More » -
Bronze: ସୀମା ଜିତିଲେ ଡିସ୍କସ୍ କାଂସ୍ୟ
ଗ୍ଲାସ୍ଗୋ: ମହିଳା ଡିସ୍କସ୍ ଥ୍ରୋରେ ଭାରତର ସୀମା କାଲିରାମନା କାଂସ୍ୟ ଜିତିଛନ୍ତି। ସେ ୫୮.୬୫ ମିଟର ଦୂରକୁ ଫିଙ୍ଗି ତୃତୀୟ ସ୍ଥାନରେ ରହିଥିଲେ। ସେ ୬ଷ୍ଠ ଭାରତୀୟ ମହିଳା ଭାବେ ରାଜ୍ୟଗୋଷ୍ଠୀ ଡିସ୍କସ୍…
Read More » -
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚମକିଲା ଭାରତ: ସିଲିଭର୍ ଜିତିଲେ ନୀରଜ ଚୋପ୍ରା, ଯଶବୀର ସିଂହଙ୍କୁ ବ୍ରୋଞ୍ଚ୍
ନୂଆଦିଲ୍ଲୀ: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ଜାଭେଲିନ୍ ଥ୍ରୋ ଫାଇନାଲରେ ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଏହା ସହ ଦୁଇଟି ପଦକ ହାସଲ କରିଛି। ନୀରଜ ଚୋପ୍ରା…
Read More » -
Commonwealth Games 2026: ରେସ୍ ପୂର୍ବରୁ ପାରା ସାଇକ୍ଲିଷ୍ଟ ଲିସା ଲାଇନ୍ଚ୍ୟୁତ
ଗ୍ଲାସ୍ଗୋ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରଶାସନର ତ୍ରୁଟି ଯୋଗୁଁ ଭାରତର ୧୬ ବର୍ଷୀୟା ପାରା ସାଇକ୍ଲିଷ୍ଟ ଲିସା ଦାସ ରେସ୍ ପୂର୍ବରୁ ମାନସିକ ଚାପରେ ରହିଥିଲେ। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ…
Read More » -
The Hundred: ଦ ହଣ୍ଡ୍ରେଡ୍: ବ୍ରେଭ୍କୁ ଜିତାଇଲେ ଜେମିମା…
ସାଉଥହାମ୍ଟନ୍, ୩୧/୭: ଭାରତୀୟ ବ୍ୟାଟର୍ ଜେମିମା ରଡ୍ରିଗ୍ସ ଏଠାରେ ଚାଲିଥିବା ଦ ହଣ୍ଡ୍ରେଡ୍ କ୍ରିକେଟ୍ ପ୍ରତିଯୋଗିତାରେ ସଦର୍ନ ବ୍ରେଭ୍କୁ ଜିତାଇଛନ୍ତି। ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ତାଙ୍କ ୧୮ ବଲ୍ରୁ…
Read More » -
Indian Men’s Squash Team : ବିଶ୍ବ କନିଷ୍ଠ ସ୍କ୍ବାସ୍: ଭାରତକୁ ପୁଣି କାଂସ୍ୟ
ଓଣ୍ଟାରିଓ: ଭାରତୀୟ ବାଳକ ଦଳ ଲଗାତାର ଦ୍ବିତୀୟ ଥର ଲାଗି ବିଶ୍ବ ସ୍କ୍ବାସ୍ କନିଷ୍ଠ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଛି। କାନାଡାର ଓଣ୍ଟାରିଓରେ ଆୟୋଜିତ ଏହି ପ୍ରତିଯୋଗିତାର…
Read More »