ଦେଶ ବିଦେଶ

Cheetah: କୁନୋ ଜଙ୍ଗଲରେ ବଢ଼ିବ ଚିତାବାଘଙ୍କ ସଂଖ୍ୟା, ୨୦୨୭ ସୁଦ୍ଧା ଟାର୍ଗେଟ୍ ୮୦

ଭାରତର ଜଙ୍ଗଲରେ ପୁଣିଥରେ ଚିତାଙ୍କ ଉପସ୍ଥିତି ବଢ଼ିବାରେ ଲାଗିଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ଏବେ ଚିତା ପୁନଃଥଇଥାନ କାର୍ଯ୍ୟକ୍ରମର ମୁଖ୍ୟ କେନ୍ଦ୍ର ପାଲଟିଛି। ଚିତାଙ୍କ ସଂଖ୍ୟା ବଢ଼ାଇବା ସହ ସେମାନଙ୍କ ପାଇଁ ଏକ ସ୍ୱାଭାବିକ ପ୍ରଜନନ ବ୍ୟବସ୍ଥା ଗଠନ କରିବା ଉପରେ ଏବେ ଗୁରୁତ୍ୱ ଦିଆଯାଉଛି।

ଭାରତର ଜଙ୍ଗଲରେ ପୁଣିଥରେ ଚିତାଙ୍କ ଉପସ୍ଥିତି ବଢ଼ିବାରେ ଲାଗିଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ଏବେ ଚିତା ପୁନଃଥଇଥାନ କାର୍ଯ୍ୟକ୍ରମର ମୁଖ୍ୟ କେନ୍ଦ୍ର ପାଲଟିଛି। ଚିତାଙ୍କ ସଂଖ୍ୟା ବଢ଼ାଇବା ସହ ସେମାନଙ୍କ ପାଇଁ ଏକ ସ୍ୱାଭାବିକ ପ୍ରଜନନ ବ୍ୟବସ୍ଥା ଗଠନ କରିବା ଉପରେ ଏବେ ଗୁରୁତ୍ୱ ଦିଆଯାଉଛି। ଆକଳନ ଅନୁଯାୟୀ, ୨୦୨୭ ଶେଷ ସୁଦ୍ଧା କୁନୋରେ ଚିତାଙ୍କ ସଂଖ୍ୟା ୮୦ରେ ପହଞ୍ଚିପାରେ। ଏହା ଭାରତର ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଏକ ବଡ଼ ସଫଳତା ହେବ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button