ରାଜ୍ୟ
Crime: ପତ୍ନୀଙ୍କୁ ଗୁଳିକରି ହତ୍ୟା: ଅଭିଯୁକ୍ତ ସ୍ବାମୀ ଗିରଫ, ଦେଶୀ ବନ୍ଧୁକ ଜବତ
ସାମାନ୍ୟ ଝଗଡ଼ାରୁ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଛି ପତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ସୋମବାର ଦେଶୀ ବନ୍ଧୁକରୁ ଗୁଳିକରି ଅମ୍ବିକା ମିର୍ଦ୍ଧା (୩୮)ଙ୍କୁ ହତ୍ୟା କରିଛି ତାଙ୍କ ସ୍ବାମୀ ଚରଣ ମିର୍ଦ୍ଧା (୪୨)।

ରେଢ଼ାଖୋଲ: ସାମାନ୍ୟ ଝଗଡ଼ାରୁ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଛି ପତି। ସମ୍ବଲପୁରଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ସୋମବାର ଦେଶୀ ବନ୍ଧୁକରୁ ଗୁଳିକରି ଅମ୍ବିକା ମିର୍ଦ୍ଧା (୩୮)ଙ୍କୁ ହତ୍ୟା କରିଛି ତାଙ୍କ ସ୍ବାମୀ ଚରଣ ମିର୍ଦ୍ଧା (୪୨)। ପୁଲିସ ଅଭିଯୁକ୍ତ ସ୍ବାମୀ ଚରଣକୁ ଗିରଫ କରିବା ସହ ଦେଶୀ ବନ୍ଧୁକ ଜବତ କରିଛି।




