Editorial: ଆଉ ୮୫ ସେକଣ୍ଡ!

ଅଦୂରଦର୍ଶୀ ଓ କୁବୁଦ୍ଧିସଂପନ୍ନ କେତେକ ରାଷ୍ଟ୍ର ମୁଖ୍ୟଙ୍କ ହେପାଜତରେ ବିକଶିତ ହେଉଥିବା କୃତ୍ରିମ ବୁଦ୍ଧିମତ୍ତା ଯେ ମାନବର ଅଧିକାରରୁ ପୃଥିବୀକୁ ଅଚିରେ ଛଡ଼ାଇ ନେବ, ସେ ଆଶଙ୍କା ମଧ୍ୟ ଦିଶିଲାଣି। ତେଣୁ, ‘ମହାବିଲୟ ଘଣ୍ଟା’ର କଣ୍ଟା ମଧ୍ୟ-ରାତ୍ର ଆଡ଼କୁ ଆଉ ୫ ସେକଣ୍ଡ....

ଅଦୂରଦର୍ଶୀ ଓ କୁବୁଦ୍ଧିସଂପନ୍ନ କେତେକ ରାଷ୍ଟ୍ର ମୁଖ୍ୟଙ୍କ ହେପାଜତରେ ବିକଶିତ ହେଉଥିବା କୃତ୍ରିମ ବୁଦ୍ଧିମତ୍ତା ଯେ ମାନବର ଅଧିକାରରୁ ପୃଥିବୀକୁ ଅଚିରେ ଛଡ଼ାଇ ନେବ, ସେ ଆଶଙ୍କା ମଧ୍ୟ ଦିଶିଲାଣି। ତେଣୁ, ‘ମହାବିଲୟ ଘଣ୍ଟା’ର କଣ୍ଟା ମଧ୍ୟ-ରାତ୍ର ଆଡ଼କୁ ଆଉ ୫ ସେକଣ୍ଡ ଅଗ୍ରସର ହୋଇଯିବାରେ ବିସ୍ମୟର କୌଣସି କାରଣ ନ ଥାଏ; ଏଭଳି ସ୍ଥିତିରେ ‘ମହାବିଲୟ ଘଣ୍ଟା’ରୁ ମିଳୁଥିବା ସୂଚନାକୁ ଅହେତୁକ ଭୟର ସୂତ୍ରଧର ବୋଲି ବିବେଚନା କରିବା ମଧ୍ୟ ବୁଦ୍ଧିମାନର କାର୍ଯ୍ୟ ନୁହେଁ।

Exit mobile version