Euro Nations Cup to Follow Asia Cup Format: ଏସିଆ କପ୍‌ ପରି ଆୟୋଜନ ହେବ ୟୁରୋ ନେସନ୍‌ସ କପ୍‌…

ଏସୀୟ କ୍ରିକେଟ୍‌ ଦଳଗୁଡ଼ିକୁ ନେଇ ଆୟୋଜନ ହେଉଥିବା ଏସିଆ କପ୍‌ ପରି ୟୁରୋପରେ ମଧ୍ୟ ଏକ ସମାନ ପ୍ରକାରର ପ୍ରତିଯୋଗିତା ଆୟୋଜନ କରିବାକୁ ଯୋଜନା କରାଯାଉଛି। ଏହାକୁ କୁହାଯାଉଛି ‘ୟୁରୋ ନେସନ୍ସ କପ୍‌’।

ଲଣ୍ଡନ, ୨୧/୩: ଏସୀୟ କ୍ରିକେଟ୍‌ ଦଳଗୁଡ଼ିକୁ ନେଇ ଆୟୋଜନ ହେଉଥିବା ଏସିଆ କପ୍‌ ପରି ୟୁରୋପରେ ମଧ୍ୟ ଏକ ସମାନ ପ୍ରକାରର ପ୍ରତିଯୋଗିତା ଆୟୋଜନ କରିବାକୁ ଯୋଜନା କରାଯାଉଛି। ଏହାକୁ କୁହାଯାଉଛି ‘ୟୁରୋ ନେସନ୍ସ କପ୍‌’ ଓ ଏହାର ପ୍ରଥମ ସଂସ୍କରଣ ୨୦୨୭ ଋତୁରେ ଆୟୋଜନ ହେବ। ଏଥିରେ ଇଂଲଣ୍ଡ, ସ୍କଟଲାଣ୍ଡ, ଆୟର୍ଲାଣ୍ଡ, ନେଦରଲାଣ୍ଡସ ଓ ଇଟାଲି ପ୍ରଭୃତି ୟୁରୋପୀୟ ଦଳ ଅଂଶଗ୍ରହଣ କରିବେ। ଉଭୟ ମହିଳା ଓ ପୁରୁଷ ବର୍ଗରେ ଏହି ପ୍ରତିଯୋଗିତା ଆୟୋଜନ ହେବ।

Exit mobile version