ରାଶିଫଳ

Horoscope Today: ଏପ୍ରିଲ ୦୪ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ– ସମ୍ପର୍କ ଓ ସହଯୋଗରେ ଗୁରୁତ୍ୱ ବଢ଼ିବ। ଦାମ୍ପତ୍ୟ ଜୀବନରେ ସମନ୍ୱୟ ରହିବ। କାମରେ ସହଭାଗୀଙ୍କ ସହଯୋଗ ମିଳିବ। ମନ ଶାନ୍ତ ରହିବ। ନୂତନ ସମ୍ପର୍କ ଗଠିତ ହେବ। ଲାଭ ସୁଯୋଗ ବଢ଼ିବ। ଖୁସି ରହିବ।

ବୃଷ– ଶତ୍ରୁ ଦମନ ହେବ ଏବଂ କାମରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଉପରେ ସୁଧାର ଆସିବ। ଋଣ ସମସ୍ୟା କମିବ। ଦୈନନ୍ଦିନ କାମ ସଫଳ ହେବ। ଆତ୍ମବିଶ୍ୱାସ ବଢ଼ିବ। ପ୍ରତିଷ୍ଠା ବଢ଼ିବ। ଲାଭ ମିଳିବ।

ମିଥୁନ– ପ୍ରେମ ଓ ସୃଜନଶୀଳତାରେ ଉନ୍ନତି ହେବ। ଶିକ୍ଷାରେ ସଫଳତା ମିଳିବ। ସନ୍ତାନ ସୁଖ ମିଳିବ। ମନ ଖୁସି ରହିବ। ନୂତନ ଯୋଜନା ସଫଳ ହେବ। ଆତ୍ମବିଶ୍ୱାସ ବଢ଼ିବ। ଶୁଭ ସମ୍ବାଦ ମିଳିବ।

କର୍କଟ– ଘରୋଇ ସୁଖ ବଢ଼ିବ ଏବଂ ପରିବାରରେ ଖୁସି ରହିବ। ମାତୃ ସହଯୋଗ ମିଳିବ। ଜମି ବା ଯାନ ସମ୍ବନ୍ଧୀୟ କାମ ହେବ। ମନ ଶାନ୍ତ ରହିବ। ସୁବିଧା ବଢ଼ିବ। ଘରେ ଶୁଭ କାର୍ଯ୍ୟ ହେବ।

ସିଂହ– ସାହସ ଓ ପ୍ରୟାସ ବଢ଼ିବ। ନିଜ ପ୍ରୟାସରେ କାମ ସଫଳ ହେବ। ଭାଇଭଉଣୀ ସହ ସମ୍ପର୍କ ଭଲ ରହିବ। ଛୋଟ ଯାତ୍ରା ସମ୍ଭବ। ମନ ଉତ୍ସାହିତ ରହିବ। ନୂତନ ପରିଚୟ ହେବ। ଲାଭ ମିଳିବ।

କନ୍ୟା– ଧନ ଲାଭ ଯୋଗ ରହିଛି ଏବଂ ସଞ୍ଚୟ ବଢ଼ିପାରେ। ପରିବାରରେ ଖୁସି ରହିବ। କଥାବାର୍ତ୍ତାରେ ମାଧୁର୍ଯ୍ୟ ବଢ଼ିବ। ଖାଦ୍ୟ ସୁଖ ମିଳିବ। ଆର୍ଥିକ ସ୍ଥିତି ସୁଧରିବ। ନୂତନ ଆୟ ଉତ୍ସ ମିଳିବ।

ତୁଳା– ଆତ୍ମବିଶ୍ୱାସ ବଢ଼ିବ ଏବଂ ନୂତନ କାମ ଆରମ୍ଭ କରିପାରିବେ। ପରିବାରରେ ସମ୍ମାନ ବଢ଼ିବ। ସ୍ୱାସ୍ଥ୍ୟ ଭଲ ରହିବ। ନିଷ୍ପତ୍ତି ସଠିକ ହେବ। ନୂତନ ସୁଯୋଗ ମିଳିବ।

ବିଛା– ଖର୍ଚ୍ଚ ବଢ଼ିପାରେ ଏବଂ ମନ ଚିନ୍ତିତ ରହିବ। ନିଦ୍ରା କମିପାରେ। ଅପରିହାର୍ଯ୍ୟ କାମରେ ଧନ ବ୍ୟୟ ହେବ। ଏକାକୀ ଅନୁଭବ ହେବ। ଧ୍ୟାନ କରିଲେ ଶାନ୍ତି ମିଳିବ। ସତର୍କ ରୁହନ୍ତୁ।

ଧନୁ– ଆୟ ବୃଦ୍ଧି ହେବ ଏବଂ ଇଚ୍ଛା ପୂରଣ ହେବ। ପୁରୁଣା ଟଙ୍କା ଫେରିପାରେ। ମିତ୍ରମାନଙ୍କ ସହଯୋଗ ମିଳିବ। ସାମାଜିକ ସମ୍ମାନ ବଢ଼ିବ। ମନ ଖୁସି ରହିବ। ନୂତନ ଲାଭ ସୁଯୋଗ ମିଳିବ।

ମକର– କାର୍ଯ୍ୟକ୍ଷେତ୍ରରେ ସମ୍ମାନ ବଢ଼ିବ ଏବଂ ଉନ୍ନତି ସୁଯୋଗ ମିଳିବ। ଉପରୋକ୍ତ ଅଧିକାରୀଙ୍କ ସମର୍ଥନ ମିଳିବ। କାମରେ ବ୍ୟସ୍ତତା ବଢିବ। ନାମ ଖ୍ୟାତି ମିଳିବ। ଦାୟିତ୍ୱ ବଢ଼ିବ। ସଫଳତା ମିଳିବ।

କୁମ୍ଭ– ଭାଗ୍ୟ ସହଯୋଗ କରିବ ଏବଂ ଧାର୍ମିକ ଚିନ୍ତା ବଢ଼ିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଯାତ୍ରା ସୁଖଦ ହେବ। ଶିକ୍ଷାରେ ଉନ୍ନତି ହେବ। ମନ ଶାନ୍ତ ରହିବ। ନୂତନ ଅବସର ମିଳିବ।

ମୀନ– ଆକସ୍ମିକ ବାଧା ଆସିପାରେ ଏବଂ ମନ ଚିନ୍ତିତ ରହିବ। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ବିବାଦରୁ ଦୂରେ ରୁହନ୍ତୁ। ଗୁପ୍ତ ଚିନ୍ତା ବଢ଼ିପାରେ। ଧୈର୍ଯ୍ୟ ଧରନ୍ତୁ। ସତର୍କ ରୁହନ୍ତୁ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button