ଖେଳ

Ind Vs SA: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଟିମ୍‌, କେଏଲ୍‌ ରାହୁଲ ଅଧିନାୟକ, ଫେରିଲେ ଜାଡ଼େଜା

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଦିନିକିଆ ଶୃଙ୍ଖଳା ପାଇଁ କେଏଲ୍‌ ରାହୁଲଙ୍କୁ ଅଧିନାୟକ କରିଛି। ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୩ଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ପାଇଁ ୧୫ ସଦସୀୟ ଟିମ୍‌ ଘୋଷଣା କରିଛି।

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଦିନିକିଆ ଶୃଙ୍ଖଳା ପାଇଁ କେଏଲ୍‌ ରାହୁଲଙ୍କୁ ଅଧିନାୟକ କରିଛି। ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୩ଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ପାଇଁ ୧୫ ସଦସୀୟ ଟିମ୍‌ ଘୋଷଣା କରିଛି। ଶୁଭମନ ଗିଲଙ୍କ ଗଳାରେ ଆଘାତ ଠିକ୍‌ ହୋଇପାରି ନାହିଁ। ଏଥି ପାଇଁ ସେ ଦଳର ସଦସ୍ୟ ହୋଇପାରିବେ ନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଅନୁପସ୍ଥିତ ଥିବା ରବୀନ୍ଦ୍ର ଜାଦେଜା ୫୦ ଓଭର ଫର୍ମାଟରେ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ସୌଜନ୍ୟ – ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button