ଦେଶ ବିଦେଶ

India bloc: ଇଣ୍ଡିମେଣ୍ଟ ଭାଗ ଭାଗ, ପରାଜୟ ପୂର୍ବରୁ ବାହାନା ଖୋଜୁଛନ୍ତି: ଶିବରାଜ

ବିଜେପି ବୁଧବାର କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକୁ ତୀବ୍ର ସମାଲୋଚନା କରିଛି। ବିଜେପି କହିଛି, ବିରୋଧୀ ଇଣ୍ଡିମେଣ୍ଟ ଲୋକଙ୍କ ମଧ୍ୟରେ ମିଥ୍ୟା ସୂଚନା ପ୍ରସାରଣ କରିବା ସହ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକୁ ଦୁର୍ବଳ କରୁଛି।

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକୁ ତୀବ୍ର ସମାଲୋଚନା କରିଛି। ବିଜେପି କହିଛି, ବିରୋଧୀ ଇଣ୍ଡିମେଣ୍ଟ ଲୋକଙ୍କ ମଧ୍ୟରେ ମିଥ୍ୟା ସୂଚନା ପ୍ରସାରଣ କରିବା ସହ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକୁ ଦୁର୍ବଳ କରୁଛି। କେତେକ ପ୍ରମୁଖ ବିରୋଧୀ ଦଳର ଅନୁପସ୍ଥିତି ପ୍ରସଙ୍ଗ ଉଠାଇ ବିଜେପି କହିଛି ଯେ, ଇଣ୍ଡିମେଣ୍ଟର ଦଳଗୁଡ଼ିକ ମଧ୍ୟରେ ଏକତା ନାହିଁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button