ରାଜ୍ୟ

Landslides: ଗୋଟିଏ ଜାଗାରେ ଲଦାଲଦି ହୋଇ ମିଳିଲେ ପୁରା ପରିବାର

ନିଜର ପ୍ରିୟଜନଙ୍କ ମୃତଦେହ ମିଳିବା ଆଶାରେ ଉଦ୍ଧାର କାର୍ଯ୍ୟ ଜାରି ରଖିବାକୁ ପ୍ରିୟଜନ ବୁଧବାର ଜିଦ ଧରିଥିବା ବେଳେ ଆଜି ତାହା ବାସ୍ତବରେ ପରିଣତ ହୋଇଛି। ଗ୍ରାମର ରବି ମଲ୍ଲିକ ଓ ତାଙ୍କ ଜ୍ବାଇଁ ସନ୍‌ମନଙ୍କ ମୃତଦେହ ମିଳିବା ପରେ ଘଟଣାସ୍ଥଳର ସ୍ଥିତି...

ଭଞ୍ଜନଗର/ଘୁ.ଉଦୟଗିରି: ନିଜର ପ୍ରିୟଜନଙ୍କ ମୃତଦେହ ମିଳିବା ଆଶାରେ ଉଦ୍ଧାର କାର୍ଯ୍ୟ ଜାରି ରଖିବାକୁ ପ୍ରିୟଜନ ବୁଧବାର ଜିଦ ଧରିଥିବା ବେଳେ ଆଜି ତାହା ବାସ୍ତବରେ ପରିଣତ ହୋଇଛି। ଗ୍ରାମର ରବି ମଲ୍ଲିକ ଓ ତାଙ୍କ ଜ୍ବାଇଁ ସନ୍‌ମନଙ୍କ ମୃତଦେହ ମିଳିବା ପରେ ଘଟଣାସ୍ଥଳର ସ୍ଥିତି ତଥା ଗ୍ରାମ ଉପରେ ୨୫-୩୦ ଫୁଟ ଉଚ୍ଚରେ ବଡବଡ ପଥର ଓ ମାଟି ଅତଡ଼ା ପଡି ରହିଥିବାରୁ ଏବଂ ପ୍ରତିଦିନ ଉଦ୍ଧାରକାରୀ ଦଳ ବିଭିନ୍ନ ଯନ୍ତ୍ରାଂଶ ବୋହି ଦୀର୍ଘ ୭ କିମି ବାଟ ପଥୁରିଆ, ପାହାପ ପର୍ବତ ଓ ଜଙ୍ଗଲିଆ ନାଳା ଅତିକ୍ରମ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା କାଠିକର ପାଠ ସାବ୍ୟସ୍ତ ହେଉଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button