Life mantra: ଜୀବନ-ମନ୍ତ୍ର: ଅଲଣା ଓଷା କଥା

ପୌଷମାସ ହେଉଛି ସୂର୍ଯ୍ୟଙ୍କ ମାସ। କାରଣ, ଏହି ମାସର ରବିବାରଗୁଡ଼ିକରେ ସୂର୍ଯ୍ୟଦେବଙ୍କର ପୂଜା କରାଯାଇଥାଏ। ଏଥିପାଇଁ ଓଡ଼ିଆରେ ବେଶ୍‌ କେତୋଟି ‘ପୁଷ ରବିବାର ବ୍ରତକଥା’ ଅଛି।
‘ପୌଷ’ ଏକ ଚାନ୍ଦ୍ର ମାସ। କାରଣ, ଏହି ମାସର ପୂର୍ଣ୍ଣିମାରେ ଚନ୍ଦ୍ର ପୁଷ୍ୟାନକ୍ଷତ୍ରରେ ଅବସ୍ଥାନ କରନ୍ତି। କିନ୍ତୁ ସୂର୍ଯ୍ୟଙ୍କର ଗୋଟିଏ ନାଆଁ ମଧ୍ୟ ‘ପୁଷାନ୍‌’। ସେ ଏକ ବୈଦିକ ଦେବତା। ସେ ସମୃ୍ଦ୍ଧିର ଦେବତା। ତେଣୁ ପାରମ୍ପରିକ ଭାବରେ ପୌଷ ରବିବାରଗୁଡ଼ିକରେ ସୂର୍ଯ୍ୟପୂଜା କରାଯାଇ ସମୃଦ୍ଧି କାମନା କରାଯାଇଥାଏ।

Exit mobile version