ଦେଶ ବିଦେଶ
Murder: ଅଫିସର୍ଙ୍କ ସମେତ ୪ ସହକର୍ମୀଙ୍କୁ ଗୁଳି କରି ହତ୍ୟା କଲେ ସିଆଇଏସ୍ଏଫ୍ ଯବାନ
ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାରେ ଜଣେ ସିଆଇଏସ୍ଏଫ୍ (ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ) ଯବାନ ତାଙ୍କ ୪ ସହକର୍ମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଅଫିସର୍ ଅଛନ୍ତି। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ୪୦ରେ କଠୁଆ ଜିଲ୍ଲାର ବସୋହଲି...

କଠୁଆ: ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାରେ ଜଣେ ସିଆଇଏସ୍ଏଫ୍ (ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ) ଯବାନ ତାଙ୍କ ୪ ସହକର୍ମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଅଫିସର୍ ଅଛନ୍ତି। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ୪୦ରେ କଠୁଆ ଜିଲ୍ଲାର ବସୋହଲି ତହସିଲ ଅନ୍ତର୍ଗତ ସେବା-୨ ହାଇଡେଲ୍ ପାୱାର ପ୍ରୋଜେକ୍ଟର ସିଆଇଏସ୍ଏଫ୍ ଶିବିରରେ ଏହି ଘଟଣା ଘଟିଛି।
ସୌଜନ୍ୟ ସମ୍ବାଦ




