ଦେଶ ବିଦେଶ

NBA: ଜାତୀୟ ଜୈବବିବିଧତା ପ୍ରାଧିକରଣରୁ ମିଳିଲା ୫୮ ଲକ୍ଷ

ଜାତୀୟ ଜୈବବିବିଧତା ପ୍ରାଧିକରଣ (ଏନ୍‌ବିଏ) ଆକ୍‌ସେସ୍‌ ଆଣ୍ଡ୍‌ ବିନିଫିଟ୍‌ ସେୟାରିଂ (ଏବିଏସ୍‌) ବ୍ୟବସ୍ଥା ଅଧୀନରେ ରାଜ୍ୟଗୁଡ଼ିକୁ ୫.୬୮ କୋଟି ଟଙ୍କା ଜାରି କରିଛନ୍ତି।

ନୂଆଦିଲ୍ଲୀ: ଜାତୀୟ ଜୈବବିବିଧତା ପ୍ରାଧିକରଣ (ଏନ୍‌ବିଏ) ଆକ୍‌ସେସ୍‌ ଆଣ୍ଡ୍‌ ବିନିଫିଟ୍‌ ସେୟାରିଂ (ଏବିଏସ୍‌) ବ୍ୟବସ୍ଥା ଅଧୀନରେ ରାଜ୍ୟଗୁଡ଼ିକୁ ୫.୬୮ କୋଟି ଟଙ୍କା ଜାରି କରିଛନ୍ତି। ସେଥିରୁ ଓଡ଼ିଶାକୁ ୫୯ ଲକ୍ଷ ୧ ହଜାର ୬୪୧ ଟଙ୍କା ଦିଆଯାଇଛି। ୧୩୯ ପ୍ରକାର ଓ ୨୮ ହାଇବ୍ରିଡ୍‌ ଭେଣ୍ଡି ବାବଦରେ ସର୍ବାଧିକ ୩.୫୧ କୋଟି ଟଙ୍କା ୩୨ଟି ରାଜ୍ୟ ଜୈବବିବିଧତା ବୋର୍ଡକୁ ଦିଆଯାଇଛି। ତରଭୁଜ ଓ କାକୁଡ଼ି ପାଇଁ ମଧ୍ୟ ପାଣ୍ଠି ଜାରି କରାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button