ଜାତୀୟରାଜନୀତି

New Zealand: ବ୍ରିଟେନ୍‌, ନ୍ୟୁଜିଲ୍ୟାଣ୍ଡ୍‌, ଓମାନ ସହ ରାଜିନାମା କାର୍ଯ୍ୟକାରୀ ହେବ

ଓମାନ ସହ କଥାବାର୍ତ୍ତା ଚାଲିଛି। ମେ’ ୧ ସୁଦ୍ଧା ଚୁକ୍ତି ସ୍ବାକ୍ଷର ହେବା ଆଶା କରାଯାଉଛି। ଆସନ୍ତା ଚାରିରୁ ଛଅ ସପ୍ତାହ ମଧ୍ୟରେ ବ୍ରିଟେନ୍‌ ସହ ହୋଇଥିବା ରାଜିନାମା କାର୍ଯ୍ୟକାରୀ ହେବା ସମ୍ଭାବନା ଥିବା ସେ କହିଛନ୍ତି।

ନୂଆଦିଲ୍ଲୀ: ଆସନ୍ତା ଦେଢ଼ ମାସ ଭିତରେ ତିନିଟି ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ) କାର୍ଯ୍ୟକାରୀ କରାଯିବ। ଓମାନ, ବ୍ରିଟେନ ଓ ନ୍ୟୁଜିଲ୍ୟାଣ୍ଡ ସହ ଏହି ରାଜିନାମା ଚୂଡ଼ାନ୍ତ ହୋଇଥିଲା। ତାହା କାର୍ଯ୍ୟକାରୀ ହେବା ବାକି ଥିଲା। ଖୁବ୍‌ଶୀଘ୍ର ଏହି ରାଜିନାମାଗୁଡ଼ିକ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ସେ ଜଣାଇଛନ୍ତି ଯେ ଏପ୍ରିଲ୍‌ ଶେଷ ସପ୍ତାହରେ ନ୍ୟୁଜିଲ୍ୟାଣ୍ଡ ସହ ମୁକ୍ତ ବାଣିଜ୍ୟ ରାଜିନାମା ହେବ।

Show More

Leave a Reply

Your email address will not be published. Required fields are marked *

Back to top button