NH-316 Matiapada: NH-316 ମାଟିଆପଡା ROB କାର୍ଯ୍ୟ ତଦାରଖ କଲେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ:ରଥଯାତ୍ରା ପୂର୍ବରୁ କାର୍ଯ୍ୟ ଶେଷ ଉପରେ ଗୁରୁତ୍ୱ

ଆଜି ନିର୍ମାଣ ବିଭାଗ, ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଜାତୀୟ ରାଜପଥ-୩୧୬ ଉପରେ ନିର୍ମାଣାଧୀନ ମାଟିଆପଡା ROB ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି । ଏହି ନିରୀକ୍ଷଣ ସମୟରେ ଜାତୀୟ ରାଜପଥର ମୁଖ୍ୟ ଯନ୍ତ୍ରୀ ଶ୍ରୀ ନାରାୟଣ ପଟେଲ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସୌମ୍ୟ ରଞ୍ଜନ ଦ୍ବିବେଦୀ, ରେଲବାଇର ଅଧିକ୍ଷଣ ଯନ୍ତ୍ରୀ ପପୁନ କୁମାର ପ୍ରଧାନ ଏବଂ ଠିକା ସଂସ୍ଥାର ପ୍ରତିନିଧି ମାନେ ଉପସ୍ଥିତ ଥିଲେ I

ଭୁବନେଶ୍ୱର:ଆଜି ନିର୍ମାଣ ବିଭାଗ, ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଜାତୀୟ ରାଜପଥ-୩୧୬ ଉପରେ ନିର୍ମାଣାଧୀନ ମାଟିଆପଡା ROB ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି । ଏହି ନିରୀକ୍ଷଣ ସମୟରେ ଜାତୀୟ ରାଜପଥର ମୁଖ୍ୟ ଯନ୍ତ୍ରୀ ଶ୍ରୀ ନାରାୟଣ ପଟେଲ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସୌମ୍ୟ ରଞ୍ଜନ ଦ୍ବିବେଦୀ, ରେଲବାଇର ଅଧିକ୍ଷଣ ଯନ୍ତ୍ରୀ ପପୁନ କୁମାର ପ୍ରଧାନ ଏବଂ ଠିକା ସଂସ୍ଥାର ପ୍ରତିନିଧି ମାନେ ଉପସ୍ଥିତ ଥିଲେ I

Exit mobile version