ରାଜ୍ୟ
Odisha Cabinet Approves ୪୭ତମ ରାଜ୍ୟ କ୍ୟାବିନେଟ୍ ରେ ୧୮ ପ୍ରସ୍ତାବ ଅନୁମୋଦିତ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ୪୭ତମ ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୮ ପ୍ରସ୍ତାବକୁ ମଞ୍ଜୁରି। ଜନ ବିଶ୍ୱାସ ବିଲ୍, ଜଗନ୍ନାଥ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ବିଲ୍ ଓ ୬୫୦ କୋଟିର ବୋଇତ ପ୍ରକଳ୍ପକୁ ଅନୁମୋଦନ।

ଭୁବନେଶ୍ବର: ଆଜି (ସୋମବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୭ତମ ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୮ଟି ପ୍ରସ୍ତାବ ଅନୁମୋଦିତ ଲାଭ କରିଛି।
ସୌଜନ୍ୟ ସମ୍ବାଦ




