ରାଜ୍ୟ

Prison Inmate: ଦେଶାତ୍ମବୋଧ ଚଳଚ୍ଚିତ୍ର ଦେଖିବେ ଜେଲ୍ ଅନ୍ତେବାସୀ, କାରାଗାର ଅଧୀକ୍ଷକଙ୍କୁ ଜେଲ୍ ନିର୍ଦ୍ଦେଶାଳୟର ଚିଠି

ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ ଓ ଗାନ୍ଧି ଜୟନ୍ତୀରେ ସମସ୍ତ ଜେଲ୍ ଅନ୍ତେବାସୀଙ୍କୁ ଦେଶାତ୍ମବୋଧ ଚଳଚ୍ଚିତ୍ର ଏବଂ ଡକୁମେଣ୍ଟାରି ପ୍ରଦର୍ଶିତ ହେବ। ଏହି ସବୁ ଜାତୀୟ ଦିବସରେ ଦେଶାତ୍ମବୋଧ ଚଳଚ୍ଚିତ୍ର ପ୍ରଦର୍ଶିତ କରିବାକୁ ଜେଲ୍ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ରେଞ୍ଜ ଡିଆଇଜି ଓ ମଣ୍ଡଳ କାରାଗାର ଅଧୀକ୍ଷକଙ୍କୁ ଚିଠି ଲେଖାଯାଇଛି।

ଜଗତସିଂହପୁର (ଶୁଭକାନ୍ତ ପଢ଼ିଆରୀ): ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ ଓ ଗାନ୍ଧି ଜୟନ୍ତୀରେ ସମସ୍ତ ଜେଲ୍ ଅନ୍ତେବାସୀଙ୍କୁ ଦେଶାତ୍ମବୋଧ ଚଳଚ୍ଚିତ୍ର ଏବଂ ଡକୁମେଣ୍ଟାରି ପ୍ରଦର୍ଶିତ ହେବ। ଏହି ସବୁ ଜାତୀୟ ଦିବସରେ ଦେଶାତ୍ମବୋଧ ଚଳଚ୍ଚିତ୍ର ପ୍ରଦର୍ଶିତ କରିବାକୁ ଜେଲ୍ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ରେଞ୍ଜ ଡିଆଇଜି ଓ ମଣ୍ଡଳ କାରାଗାର ଅଧୀକ୍ଷକଙ୍କୁ ଚିଠି ଲେଖାଯାଇଛି। ଜଗତସିଂହପୁର ଜିଲ୍ଲାର ସାବରମତୀ ଆଶ୍ରମ କୁହା ଯାଉଥିବା ଅଳକାଶ୍ରମର ଦାବିକୁ ବିଧାୟକ ଅମରେନ୍ଦ୍ର ଦାସ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିବା ପରେ ଏହା ସମ୍ଭବ ହୋଇପାରିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button