Breaking
Quitting: ଚାକିରି ଛାଡ଼ି ଚାଷ
ବିଟେକ୍ ପଢ଼ା ପରେ ସଫ୍ଟୱେର କମ୍ପାନିରେ ଚାକିରି କରିଥିଲେ। ମାସିକ ପାଉଥିଲେ ଲକ୍ଷାଧିକ ଟଙ୍କା ଦରମା। ହେଲେ ଚାଷ ପ୍ରତି ମନ ବଳାଇ ଚାକିରି ଛାଡ଼ିଲେ। ଏବେ ସଫଳ କୃଷି......

ନବରଙ୍ଗପୁର: ବିଟେକ୍ ପଢ଼ାପରେ ସଫ୍ଟୱେର କମ୍ପାନିରେ ଚାକିରି କରିଥିଲେ। ମାସିକ ପାଉଥିଲେ ଲକ୍ଷାଧିକ ଟଙ୍କା ଦରମା। ହେଲେ ଚାଷ ପ୍ରତି ମନ ବଳାଇ ଚାକିରି ଛାଡ଼ିଲେ। ଏବେ ସଫଳ କୃଷି ଉଦ୍ୟୋଗୀ ପାଲଟିଛନ୍ତି ନବରଙ୍ଗପୁର ଦଳାଇସାହିର ବିକ୍ରମଦେବ ମହାପାତ୍ର। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ବଟନ୍ ଛତୁ ୟୁନିଟ୍ ସ୍ଥାପନ କରି ଆତ୍ମନିର୍ଭରଶୀଳ ହୋଇ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଏଥି ସହିତ ୧୮ ମହିଳା ଓ ୬ ପୁରୁଷଙ୍କୁ କର୍ମସଂସ୍ଥାନ ଯୋଗାଇଛନ୍ତି।
ସୌଜନ୍ୟ ସମ୍ବାଦ




