ରାଜ୍ୟ

Road: ଭୂତମୁଣ୍ଡା-ଇଚ୍ଛାପୁର ରାସ୍ତା ଅତ୍ୟନ୍ତ ଶୋଚନୀୟ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପାଇକମାଳ ବ୍ଳକ କାଂସଡା ପଞ୍ଚାୟତ ଭୂତମୁଣ୍ଡା- ଇଚ୍ଛାପୁର ( ଢେଙ୍କିମୁଣ୍ଡା) କଚ୍ଚା ରାସ୍ତା ବର୍ଷା ହେତୁ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏହି ଗାଁ ଭୂତମୁଣ୍ଡା ଠାରୁ ୧ କିମି ଦୂରରେ ଅବସ୍ଥିତ।

ପାଇକମାଳ: ପାଇକମାଳ ବ୍ଳକ କାଂସଡା ପଞ୍ଚାୟତ ଭୂତମୁଣ୍ଡା- ଇଚ୍ଛାପୁର ( ଢେଙ୍କିମୁଣ୍ଡା) କଚ୍ଚା ରାସ୍ତା ବର୍ଷା ହେତୁ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏହି ଗାଁ ଭୂତମୁଣ୍ଡା ଠାରୁ ୧ କିମି ଦୂରରେ ଅବସ୍ଥିତ। ଏହି ଗାଁରେ ଅନେକ ବର୍ଷ ହେବ ୬୦ରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ ପ୍ରାୟ ପାଖାପାଖି ୪୦୦ ଜଣ ବସବାସ କରୁଛନ୍ତି। କିନ୍ତୁ ଏହି ଗାଁକୁ ଆସିବା ପାଇଁ ଏକ କଚ୍ଚା ରାସ୍ତା ଦୀର୍ଘ ଦିନ ଧରି ରହିଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button