ସମ୍ପାଦକୀୟ

Second chance? ଦ୍ବିତୀୟ ସୁଯୋଗ?

କେତେକ ପରିବେଶବିତ୍‌ ସାଂପ୍ରତିକ ପୃଥିବୀକୁ ନେଇ ମାର୍କ୍ବେଜଙ୍କ କାହାଣୀର ଏକ ସମାନ୍ତରାଳ ଦେଖନ୍ତି। ସେମାନେ କହନ୍ତି ଯେ ଯଦି ଚୈତନ୍ୟ ଉଦୟ ନ ହୁଏ, ତେବେ ନିଜ କୃତକର୍ମ କାରଣରୁ ପ୍ରକୃତିରୁ ବିଚ୍ଛିନ୍ନ ନିଃସଙ୍ଗ ମାନବ ଜାତିକୁ, ମହାପ୍ରଳୟର ଝଡ଼, ପୃଥିବୀ ପୃଷ୍ଠରେ ଦ୍ବିତୀୟ ସୁଯୋଗ ଦେବ ନାହିଁ।

ସୌଜନ୍ୟ ସମ୍ବାଦ

Show More
Back to top button