ମୁମ୍ଵାଇ ୦୩।୦୪; ଅଭିନେତ୍ରୀ ସୁରଭି ଜ୍ୟୋତି ଖୁବ ଶୀଘ୍ର ମାଆ ହେବାକୁ ଯାଉଛନ୍ତି । କିଛି ଦିନ ପୂର୍ବ ସେ ଫ୍ୟାନ୍ସଙ୍କ ସହ ଫ୍ରେନେନ୍ସ ଖବର ସେୟାର କରିଥିଲେ । କିନ୍ତୁ ଆପଣ ଜାଣିଛନ୍ତି କି ସେ ଯମଜ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଏହା ଆମେ କହୁନାହୁଁ ବରଂ ଏକ ରିପୋର୍ଟରେ ଦର୍ଶାଯାଇଛି ।
ସୋସିଆଲ ମିଡିଆରେ ଗୁଜବ ଚାଲିଛି କି ସୁରଭି ଏକ ସହ ୨ଟି ପିଲାଙ୍କ ଜନ୍ମ ଦେବେ । ହେଲେ କପଲ ଏଏହାରି ବିଷୟରେ ଅଫିସିଆଲ ଆନାଉନ୍ସମେଣ୍ଟ କରି ନାହାନ୍ତି । ଯଦି ଏହ ସତ ହୁଏ , ତେବେ ଫ୍ୟାନ୍ସଙ୍କ ଏହ ଡବଲ ଖୁସି ହେବ । କୁହାଯାଉଛି ଖୁବ ଶୀଘ୍ର ତାଙ୍କର ଡେଲିଭରି ହେବ । ଏହାକୁ ନେଇ ଫ୍ୟାନ୍ସ ଖୁବ ଉତ୍ସାହିତ ଅଛନ୍ତି । ସୁରଭି ଇନଷ୍ଟାଗ୍ରାମରେ ବେବି ବମ୍ପ ପ୍ଲାଣ୍ଟ କରି ନିଜର ଫଟୋ ସେୟାର କରିଛନ୍ତି । ଏବେ ସେ ତାଙ୍କ ପ୍ରେଗନେନ୍ସି ଫେଜ୍କୁ ଏନଜୟ କରୁଛନ୍ତି ।
କହିବାକୁ ଗଲେ ସୁରଭି ଟେଲି ଇଣ୍ଡଷ୍ଟ୍ରିର ନାମୀଦାମୀ ଅଭିନେତ୍ରୀ । ସେ ନାଗିନ, କୁବୁଲ ହେଁ ଭଳି ଅନେକ ଶୋ କରିଛନ୍ତି । ଫ୍ୟାନ୍ସଙ୍କୁ ତାଙ୍କ ଅଭିନୟ ଖୁବ ପସନ୍ଦ । ଅଭିନେତ୍ରୀ ୨୦୨୪ ଅକ୍ଟୋବରରେ ଦୀର୍ଘଦିନର ପ୍ରେମିକ ସୁମିତ ସୁରୀଙ୍କୁ ବିବାହ କରିଥିଲେ । ଖୁବ ଶୀଘ୍ର ଦୁହେଁ ପ୍ୟାରେଣ୍ଟସ୍ ହେବାକୁ ଯାଉଛନ୍ତି ।
ସୌଜନ୍ୟ Prameya News7
