ଦେଶ ବିଦେଶ

United Nations: ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ, ‘ଏକାସାଙ୍ଗରେ ଦୁଇ ପଟେ ଖେଳି ହେବନି’

ଆତଙ୍କବାଦ ପ୍ରସଙ୍ଗରେ ଜାତିସଂଘରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ। ବୁଧବାର ଜାତିସଂଘ ମହାସଭାର ଷଷ୍ଠ କମିଟିରେ ଆତଙ୍କବାଦ ଦମନ ପ୍ରସଙ୍ଗରେ ଆଲୋଚନା ବେଳେ ଭାରତ ‘ରାଇଟ୍‌ ଅଫ୍‌ ରିପ୍ଲାଏ’ରେ ପାକିସ୍ତାନର ଆଭିମୁଖ୍ୟକୁ ପ୍ରଶ୍ନ କରିଛି।

ଜାତିସଂଘ: ଆତଙ୍କବାଦ ପ୍ରସଙ୍ଗରେ ଜାତିସଂଘରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ। ବୁଧବାର ଜାତିସଂଘ ମହାସଭାର ଷଷ୍ଠ କମିଟିରେ ଆତଙ୍କବାଦ ଦମନ ପ୍ରସଙ୍ଗରେ ଆଲୋଚନା ବେଳେ ଭାରତ ‘ରାଇଟ୍‌ ଅଫ୍‌ ରିପ୍ଲାଏ’ରେ ପାକିସ୍ତାନର ଆଭିମୁଖ୍ୟକୁ ପ୍ରଶ୍ନ କରିଛି। ଭାରତୀୟ ମିସନର ପ୍ରଥମ ସଚିବ ରଘୁ ପୁରୀ କହିଛନ୍ତି ଯେ ଗୋଟିଏ ପଟେ ଆତଙ୍କବାଦ ବିରୋଧରେ ଲଢ଼ୁଥିବା ଦେଶ ଭାବେ ନିଜକୁ ଉପସ୍ଥାପନ କରି ଅନ୍ୟପଟେ ନିଜ ଭୂଖଣ୍ଡରେ ଆତଙ୍କବାଦୀ ସଂଗଠନ ଓ ସେମାନଙ୍କ ନେତାଙ୍କୁ କାର୍ଯ୍ୟ କରିବାକୁ ସୁଯୋଗ ଦେବା ଏକାସାଙ୍ଗରେ ଚାଲିପାରିବ ନାହିଁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button