ଦେଶ ବିଦେଶ
US Sanctions: ଇରାନ ସହ ତୈଳ ବାଣିଜ୍ୟ ଅଭିଯୋଗ; ଭାରତ ଉପରେ ଆମେରିକାର ବଡ଼ କାର୍ଯ୍ୟାନୁଷ୍ଠାନ
ଇରାନ ସହ ପେଟ୍ରୋଲିୟମ ଉତ୍ପାଦର ବାଣିଜ୍ୟ କରିବା ଅଭିଯୋଗରେ ଆମେରିକା ମୁମ୍ବାଇର ଦୁଇଟି କମ୍ପାନି ଓ ସେମାନଙ୍କ ସହ ଜଡ଼ିତ ପାଞ୍ଚ ଜଣ ଭାରତୀୟ ନାଗରିକଙ୍କ ବିରୋଧରେ ପ୍ରତିବନ୍ଧକ ଲଗାଇଛି।

ୱାଶିଂଟନ:ଇରାନ ସହ ପେଟ୍ରୋଲିୟମ ଉତ୍ପାଦର ବାଣିଜ୍ୟ କରିବା ଅଭିଯୋଗରେ ଆମେରିକା ମୁମ୍ବାଇର ଦୁଇଟି କମ୍ପାନି ଓ ସେମାନଙ୍କ ସହ ଜଡ଼ିତ ପାଞ୍ଚ ଜଣ ଭାରତୀୟ ନାଗରିକଙ୍କ ବିରୋଧରେ ପ୍ରତିବନ୍ଧକ ଲଗାଇଛି।
ସୌଜନ୍ୟ ସମ୍ବାଦ




