ବୀର ପାହାଡିଆ-ତାରା ସୁତାରିଆଙ୍କ ପ୍ରେମରେ ଲଗାମ୍! Photograph: (OTV)
ବୀର ପାହାଡିଆ ଏବଂ ତାରା ସୁତାରିଆଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଦିନରୁ ଏମିତି ଗୁଜବ ଚାଲିଥିଲା ଯେ, ଯେଉଁଥିରୁ ଜଣାପଡୁଥିଲା ସେମାନଙ୍କର ବ୍ରେକ୍ଅପ୍ ହୋଇଯାଇଛି। ଯେ ଏହି ଦମ୍ପତି ଅଲଗା ହୋଇଯାଇଛନ୍ତି। ଏପି ଢିଲୋନଙ୍କ କନସର୍ଟକୁ ନେଇ ବିବାଦ ପରେ, ତାରା ସୁତାରିଆ ଏବଂ ବୀର ପାହାଡିଆଙ୍କ ମଧ୍ୟରେ ବ୍ରେକଅପ୍ ହୋଇଥିଲା।

