ଖେଳ

Lionel Messi Delhi: ଦିଲ୍ଲୀରେ ପହଞ୍ଚିଲେ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସି, ଷ୍ଟାଡ଼ିୟମରେ ଲାଗିଲା ଗହଳି

କୋଲକାତା, ମୁମ୍ବାଇ ପରେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି ଆର୍ଜେଣ୍ଟିନା ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସି। ଆଜି ତାଙ୍କର "GOAT Tour India 2025"ର ଶେଷ ପର୍ଯ୍ୟାୟ ପାଇଁ ସେ ଦିଲ୍ଲୀ ଯାଇଛନ୍ତି।

ନୂଆଦିଲ୍ଲୀ: କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ପରେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ୍ ଖେଳାଳି ଲିଓନେଲ୍ ମେସି। ଆଜି ତାଙ୍କର “GOAT Tour India 2025″ର ଶେଷ ପର୍ଯ୍ୟାୟ ପାଇଁ ସେ ଦିଲ୍ଲୀ ଯାଇଛନ୍ତି।

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button