ନୂଆଦିଲ୍ଲୀ : ବର୍ଷ ୨୦୨୫ ଭାରତୀୟ ଓଟିଟି ପ୍ଲାଟଫର୍ମ ପାଇଁ ଖୁବ ଭଲ ସମୟ ଥିଲା। ଏହି ବର୍ଷ ଦର୍ଶକମାନେ ଅପରାଧ, ରାଜନୀତି, ପାରିବାରିକ ନାଟକ, କମେଡି ଏବଂ ପରୀକ୍ଷାମୂଳକ କାହାଣୀର ଭରପୁର ମଜା ନେଇଥିଲେ । କିଛି ପୁରୁଣା ହିଟ୍ ଶୋ’ ନୂତନ ସିଜିନ୍ ସହିତ ଫେରି ରେକର୍ଡ ଭାଙ୍ଗିଥିଲା।