Romantic music video: ରୋମାଣ୍ଟିକ୍ ମ୍ୟୁଜିକ୍ ଭିଡିଓ ‘ପ୍ରିୟସି’

ଶିବରାମ ଅଫିସିଆଲ୍ ନିବେଦିତ ନୂଆ ଓଡ଼ିଆ ରୋମାଣ୍ଟିକ୍ ମ୍ୟୁଜିକ୍ ଭିଡିଓ ‘ପ୍ରିୟସି’ ରିଲିଜ୍ ଅପେକ୍ଷାରେ ରହିଛି। ଆନନ୍ଦ କୁମାର ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ବରେ ଅଛନ୍ତି ସସ୍ମିତା ଗୌଡ଼। ଏଥିରେ ଶିବରାମ ଓ ଦୀପ୍ତି ନାୟକନାୟିକା ଭୂମିକାରେ ନଜର ଆସିବେ। ଏହାର ସୁଟିଂ
ଗୋପାଳପୁରରେ କରାଯାଇଛି। ଏହି ରୋମାଣ୍ଟିକ୍ ଗୀତରେ କଣ୍ଠଦାନ କରିଛନ୍ତି ଚରଣଦୀପ ଖୋସଲା ଓ ଲିପ୍ସା ମହାପାତ୍ର।