ଅର୍ଥନୀତିବାଣିଜ୍ୟ

More funds for education: ଜୀବନଜୀବିକାକୁ ପ୍ରାଥମିକତା: ବଜେଟ୍‌ରେ ଶିକ୍ଷା, ନିୟୋଜନକୁ ଅଧିକ ପାଣ୍ଠି

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ପଛର ମୂଳ ଉଦ୍ଦେଶ୍ୟ ଉପରୁ ପରଦା ହଟାଇଛନ୍ତି। ସେ କହିଛନ୍ତି ଯେ ଅଧିକ ଜୀବିକା ସୃଷ୍ଟି କରୁଥିବା କ୍ଷେତ୍ର ଉପରେ ବଜେଟ୍‌ରେ ଧ୍ୟାନ ଦିଆଯାଇଛି। ଅଧିକାଂଶ ବଜେଟ୍‌ ସହାୟତା ବୟନ, ସାମୁଦ୍ରିକ ଉତ୍ପାଦ, ମତ୍ସ୍ୟଚାଷ ଓ ଚମଡ଼ାରୁ ପ୍ରସ୍ତୁତ ଶିଳ୍ପ ପାଇଁ ଦିଆଯାଇଛି।

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ପଛର ମୂଳ ଉଦ୍ଦେଶ୍ୟ ଉପରୁ ପରଦା ହଟାଇଛନ୍ତି। ସେ କହିଛନ୍ତି ଯେ ଅଧିକ ଜୀବିକା ସୃଷ୍ଟି କରୁଥିବା କ୍ଷେତ୍ର ଉପରେ ବଜେଟ୍‌ରେ ଧ୍ୟାନ ଦିଆଯାଇଛି। ଅଧିକାଂଶ ବଜେଟ୍‌ ସହାୟତା ବୟନ, ସାମୁଦ୍ରିକ ଉତ୍ପାଦ, ମତ୍ସ୍ୟଚାଷ ଓ ଚମଡ଼ାରୁ ପ୍ରସ୍ତୁତ ଶିଳ୍ପ ପାଇଁ ଦିଆଯାଇଛି। ଏହି ସବୁ କ୍ଷେତ୍ରରେ ବିପୁଳ ସଂଖ୍ୟାରେ ଲୋକ ନିୟୋଜିତ ହେବାର ସମ୍ଭାବନା ରହିଛି। ତୃଣମୂଳ ସ୍ତରରେ ନିଯୁକ୍ତି ସୃଷ୍ଟି କରିବାକୁ ସରକାର ଚାହୁଥିବା ସେ କହିଛନ୍ତି। କେବଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ନୁହେଁ, ବରଂ କିଭଳି ଯୁବକଯୁବତୀମାନେ ନିଯୁକ୍ତି ପାଇବାକୁ  ସକ୍ଷମ ହେବେ ସେଥିପ୍ରତି ମଧ୍ୟ ବଜେଟ୍‌ରେ ଧ୍ୟାନ ଦିଆଯାଇଛି।

Show More

Leave a Reply

Your email address will not be published. Required fields are marked *

Back to top button