ଅପରାଧଓଡିଶାଦେଶ ବିଦେଶ

kidnapping of university student: ବିଶ୍ବବିଦ୍ୟାଳୟ ଛାତ୍ରଙ୍କୁ ଅପହରଣ ଉଦ୍ୟମ: ବୁଦ୍ଧି ଖଟାଇ ଖସି ଆସିଲେ, ଦୁର୍ବୃତ୍ତ ଫେରାର

ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟର ଯୁକ୍ତ ୩ ବାଣିଜ୍ୟ ବିଭାଗ ଛାତ୍ର ମୌକିତ ଆଚାର୍ଯ୍ୟଙ୍କୁ ଅପହରଣ ଉଦ୍ୟମ ହୋଇଛି। ବାଇକ୍‌ରେ ଲିଫ୍ଟ ମାଗି ଅପହରଣ ଉଦ୍ୟମ କରିଥିଲେ ଅପହର୍ତ୍ତା। ସନ୍ଦେହ ହେବା ପରେ ବୁଦ୍ଧି ଖଟାଇ ଅପହର୍ତ୍ତାଙ୍କ କବଳରୁ ମୌକିତ ଖସି ଆସିଛନ୍ତି।

ଜୟପୁର: ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟର ଯୁକ୍ତ ୩ ବାଣିଜ୍ୟ ବିଭାଗ ଛାତ୍ର ମୌକିତ ଆଚାର୍ଯ୍ୟଙ୍କୁ ଅପହରଣ ଉଦ୍ୟମ ହୋଇଛି। ବାଇକ୍‌ରେ ଲିଫ୍ଟ ମାଗି ଅପହରଣ ଉଦ୍ୟମ କରିଥିଲେ ଅପହର୍ତ୍ତା। ସନ୍ଦେହ ହେବା ପରେ ବୁଦ୍ଧି ଖଟାଇ ଅପହର୍ତ୍ତାଙ୍କ କବଳରୁ ମୌକିତ ଖସି ଆସିଛନ୍ତି। ଅପହର୍ତ୍ତାଙ୍କ ସହ ହାତାହାତି କାରଣରୁ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ମୌକିତ। ତେବେ ଅନ୍ୟ ସହଯୋଗୀଙ୍କ ସହ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି ଅପହର୍ତ୍ତା। ଏହି ଘଟଣା ଜୟପୁର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Show More

Leave a Reply

Your email address will not be published. Required fields are marked *

Back to top button