ଜିଲ୍ଲାରାଜ୍ୟ

ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱାଲେ

ଆଜି କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱାଲେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ । ପୂର୍ବାହ୍ନ ୧୧ ଟା ୨୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ଏହାପରେ ରାଜ୍ୟ ଅତିଥି ଭବନରେ ରାଜ୍ୟ ସରକାର ଅଧିକାରୀଙ୍କ ସହିତ ବିଭିନ୍ନ ଯୋଜନା ନେଇ ବୈଠକ କରିବେ ।

କନକ ବ୍ୟୁରୋ : ଆଜି କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱାଲେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ । ପୂର୍ବାହ୍ନ ୧୧ ଟା ୨୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ଏହାପରେ ରାଜ୍ୟ ଅତିଥି ଭବନରେ ରାଜ୍ୟ ସରକାର ଅଧିକାରୀଙ୍କ ସହିତ ବିଭିନ୍ନ ଯୋଜନା ନେଇ ବୈଠକ କରିବେ । ଅପରାହ୍ନ ଗୋଟାଏରେ ରାଜ୍ୟ ଅତିଥି ଭାବନରେ ସାମ୍ବାଦିକ ସମ୍ମିଳୀରେ ଅନୁଷ୍ଠିତ ହେବ । ସାମ୍ବାଦିକ ସମ୍ମଳନୀ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ଭେଟ ଘାଟର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

 

 

ସୌଜନ୍ୟ KANAK NEWS

Show More

Leave a Reply

Your email address will not be published. Required fields are marked *

Back to top button