ଜିଲ୍ଲାରାଜ୍ୟ

ବିଦେଶ ଚାକିରି ନାଁରେ ଶ୍ରମିକ ଚାଲାଣ ! ଦଲାଲଙ୍କ ଜାଲରେ ଶହ ଶହ ଯୁବକ

ବିଦେଶରେ ବିକ୍ରି ହେଉଛନ୍ତି ଶ୍ରମିକ । ୧୬ ନଂ ଜାତୀୟ ରାଜପଥ ରାସ୍ତା କଡ଼ରେ ଖୋଲିଛି ଶ୍ରମିକ ଚାଲାଣ ଅଫିସ । ବିଦେଶ ଯିବା ପାଇଁ ଶହ ଶହ ଯୁବକ ଦେଉଛନ୍ତି ଦାଦନ ଶ୍ରମିକ ଯୋଗ୍ୟତା ପରୀକ୍ଷା ।

କନକ ବ୍ୟୁରୋ : ବିଦେଶରେ ବିକ୍ରି ହେଉଛନ୍ତି ଶ୍ରମିକ । ୧୬ ନଂ ଜାତୀୟ ରାଜପଥ ରାସ୍ତା କଡ଼ରେ ଖୋଲିଛି ଶ୍ରମିକ ଚାଲାଣ ଅଫିସ । ବିଦେଶ ଯିବା ପାଇଁ ଶହ ଶହ ଯୁବକ ଦେଉଛନ୍ତି ଦାଦନ ଶ୍ରମିକ ଯୋଗ୍ୟତା ପରୀକ୍ଷା । ଆଉ ବିଭିନ୍ନ ରାଜ୍ୟରୁ ଆସି ପ୍ରଲୋଭନ ଦେଖାଇ ଶ୍ରମିକଙ୍କୁ ନେଉଛନ୍ତି ଦଲାଲ କିନ୍ତୁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ବିଦେଶ ଗଲା ପରେ ନାହିଁ ନଥିବା ଅସୁବିଧା ସହ ନିର୍ଯାତନାର ଶିକାର ହେଉଛନ୍ତି ଶ୍ରମିକ । ଅଭିଯୋଗ କଲେ ହାତ ଟେକି ଦଉଛି ବିଦେଶ ପଠେଇଥିବା ସଂସ୍ଥା ।

 

 

 

ସୌଜନ୍ୟ KANAK NEWS

Show More

Leave a Reply

Your email address will not be published. Required fields are marked *

Back to top button