ରାଜ୍ୟ

ଗୋପୀନାଥ ବାରିକ ମୁଖ୍ୟ ପରିଚାଳକ, ଅନୁପମ ପ୍ରହରାଜ ବାର୍ତ୍ତା ସମ୍ପାଦକ

କଟକ : ‘ସମାଜ’ର ମୁଖ୍ୟ ପରିଚାଳକ ଭାବେ ଗୋପୀନାଥ ବାରିକଙ୍କୁ ନିଯୁକ୍ତି ମିଳିଛି। ‘ସମାଜ’ ପରିଚାଳନା କମିଟି ବୈଠକରେ ଏ ସଂକ୍ରାନ୍ତରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ରମାନାଥ ଝା ସୂଚନା ଦେଇଛନ୍ତି। ଏଥିସହିତ ଉପମୁଖ୍ୟ ସହ ସମ୍ପାଦକ ଅନୁପମ ପ୍ରହରାଜଙ୍କୁ ‘ସମାଜ’ର ବାର୍ତ୍ତା ସମ୍ପାଦକ ପଦକୁ ପଦୋନ୍ନତି ଦିଆଯାଇଛି। ଉଭୟ ଶ୍ରୀ ବାରିକ ଓ ଶ୍ରୀ ପ୍ରହରାଜ ରବିବାରଠାରୁ ଏହି ନୂଆ ପଦରେ ନିଯୁକ୍ତି ପାଇଛନ୍ତି।

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button