ରାଜ୍ୟ

‘Sambad’ Literary Festival in Rayagada: ରାୟଗଡ଼ାରେ ‘ସମ୍ବାଦ’ ସାହିତ୍ୟ ସମାରୋହ: ‘ସାହିତ୍ୟକୁ ଛାଡ଼ି ଭାଷା ବଞ୍ଚିପାରିବନି’

ସାହିତ୍ୟକୁ ଛାଡ଼ି କୌଣସି ଭାଷା ବଞ୍ଚିପାରିବ ନାହିଁ। ଭାଷାର ସମୃଦ୍ଧି ନ ହେଲେ ଏ ଜାତି ବଳିଷ୍ଠ ହୋଇପାରିବ ନାହିଁ। ଗଣମାଧ୍ୟମ କ୍ଷଣ ସ୍ଥାୟୀ, କିନ୍ତୁ ସାହିତ୍ୟ ଦୀର୍ଘ ସ୍ଥାୟୀ। ଆଜି ଅନେକ ଲେଖା ମଞ୍ଚ ପାଇଁ ଲେଖା ହେଉଛି, ସମାଜ ପାଇଁ ନୁହେଁ।

ରାୟଗଡ଼ା: ସାହିତ୍ୟକୁ ଛାଡ଼ି କୌଣସି ଭାଷା ବଞ୍ଚିପାରିବ ନାହିଁ। ଭାଷାର ସମୃଦ୍ଧି ନ ହେଲେ ଏ ଜାତି ବଳିଷ୍ଠ ହୋଇପାରିବ ନାହିଁ। ଗଣମାଧ୍ୟମ କ୍ଷଣ ସ୍ଥାୟୀ, କିନ୍ତୁ ସାହିତ୍ୟ ଦୀର୍ଘ ସ୍ଥାୟୀ। ଆଜି ଅନେକ ଲେଖା ମଞ୍ଚ ପାଇଁ ଲେଖା ହେଉଛି, ସମାଜ ପାଇଁ ନୁହେଁ। ଯାହା ଭାଷା, ସାହିତ୍ୟର ସୁରକ୍ଷା ପାଇଁ ଶୁଭଙ୍କର ନୁହେଁ। ‘ସମ୍ବାଦ’ର ରାୟଗଡ଼ା ସାହିତ୍ୟ ସମାରୋହରେ ‌ଯୋଗ ଦେଇ ଏଭଳି ମତପ୍ରକାଶ କରିଛନ୍ତି ଅତିଥିଗଣ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button